Browsing Tag

kiv

ହେଲିକପ୍ଟର ଦୁର୍ଘଟଣାରେ ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହ ୧୬ ଜଣକର ମୃତ୍ୟୁ

କିଭ୍: ୟୁକ୍ରେନର ରାଜଧାନୀ କିଭ୍ରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୧୬ ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍ସ୍କିଙ୍କ ସହ ୨ଶିଶୁ ଓ…
Read More...

ରୁଷିଆର ମିସାଇଲ ମାଡ଼ ; ଅନ୍ଧାରରେ କିଭ୍, ପାଣି ପାଇଁ ଚାରିଆଡେ ହାହାକାର

କିଭ : ପୁଣି ଥରେ ୟୁକ୍ରେନ ଉପରେ ବୋମା ବର୍ଷଣ କରୁଛି ରୁଷ । ରୁଷର ଘନ ଘନ ମିସାଇଲ ମାଡ଼ରେ ଥର ହର ୟୁକ୍ରେନର କ୍ୟାପିଟାଲ୍ ସିଟି କିଭ୍। ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିସାଇଲ ଆଟାକ୍ ଯୋଗୁ ୮୦ ପ୍ରତିଶତ ଅଞ୍ଚଳକୁ ବିଜୁଳି ଓ ପାଣି ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ କିଭ୍ ସହର ଏବେ…
Read More...

ୟୁକ୍ରେନର ଏକ ସପିଂ ମଲ୍ରେ ଋଷର ଆକ୍ରମଣ,୧୬ ମୃତ ଓ ୫୯ ଗୁରୁତର

କିଭ୍/ମସ୍କୋ : ୟୁକ୍ରେନର କ୍ରେମେନଚୁକ ସହରସ୍ଥିତ ଏକ ସପିଂ ମଲ ଉପରେ ଋଷ ପକ୍ଷରୁ ମିସାଇଲ ଆକ୍ରମଣ ହୋଇଛି । ଏହି ଘଟଣାରେ ୧୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯ଟିରୁ ଊଦ୍ଧ୍ୱର୍ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଏହି ସମୟରେ ମଲରେ ଏକହଜାରରୁ ଅଧିକ ଲୋକ ରହିଥିଲେ । ଏନେଇ ମଙ୍ଗଳବାର…
Read More...

ଋଷର ୩୪ହଜାର ସୈନିକ ମୃତ

କିଭ: ଦୀର୍ଘ ୪ମାସରୁ ଉଦ୍ଧ୍ୱ  ସମୟ ଧରି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ପ୍ରାପ୍ତ ସୂଚନାନୁସାରେ, ମଙ୍ଗଳବାର ୟୁକ୍ରେନର ବାୟୁସେନା ଋଷର ବ୍ୟାପକ କ୍ଷତି କରିଥିବା ଦାବି କରିଛି । ୟୁକ୍ରେନର ଆକ୍ରମଣରେ ଋଷର ଗୋଟିଏ ମିସାଇଲ, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୋଳାବାରୁଦ ଡିପୋକୁ ନଷ୍ଟ…
Read More...