କିସ୍ ଛାତ୍ର ହତ୍ୟା ଘଟଣା; ୧୧ ଛାତ୍ରଙ୍କ ବୟାନ ରେକର୍ଡ
ଭୁବନେଶ୍ଵର: କିସ୍ ଛାତ୍ର ହତ୍ୟା ଘଟଣାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । BNSS ୧୮୩ ଅନୁସାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ ହୋଇଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ ହୋଇଥିବା ଛାତ୍ରଙ୍କ ମଧ୍ୟରେ ୭ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି ।…
Read More...
Read More...