ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍
ମହିଳାଙ୍କ ଉପରେ ମାଡ଼ିଗଲା KIIT କଲେଜ୍ ବସ୍। ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି। ଭୁବନେଶ୍ୱର ଉତ୍କଳ ହସ୍ପିଟାଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କ ପରିଚୟ ମିଳିନାହିଁ। KIIT କଲେଜ୍ ବସ୍ଟି ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା। ସେହି ସମୟରେ ମହିଳା ଜଣଙ୍କ ପଣ୍ଡା ଖୋଲିଆ…
Read More...
Read More...