Browsing Tag

Kiara Advani

ଜଏଣ୍ଟ ପୋଷ୍ଟରେ ଫ୍ୟାନ୍ସଙ୍କୁ ଦେବେ ଖୁସି ଖବର ; ଆସୁଛନ୍ତି କୁନି ଅତିଥି

ବ୍ୟୁରୋ : ବଲିଉଡ୍ ର ଦୁଇ ପ୍ରତିଷ୍ଠିତ ହିରୋ ହିରୋଇନ ଦେବାକୁ ଯାଉଛନ୍ତି ଖୁସି ଖବର । ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ଘରକୁ ଛୋଟ ଅତିଥି ଆସିବାକୁ ଯାଉଥିବା ଜଣାପଡିଛି । ପୋଷ୍ଟ ଦେଖି ଷ୍ଟାର ଦମ୍ପତିଙ୍କୁ ଦର୍ଶକ ଶୁଭେଚ୍ଛା ଜଣାଉଛନ୍ତି । ଇନ୍ଷ୍ଟାଗ୍ରାମରେ ଜଏଣ୍ଟ ପୋଷ୍ଟ…
Read More...

ବିବାହ ପରେ ପ୍ରଥମ ଚଳଚ୍ଚିତ୍ରରେ ନଜର ଆସିବେ କିଆରା ଓ ସିଦ୍ଧାର୍ଥ

ବିବାହ ପରେ ବଲିଉଡରେ ଖୁବ୍ ଶୀଘ୍ର ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବାକୁ ଯାଉଛନ୍ତି କିଆରା ଏବଂ ସିଦ୍ଧାର୍ଥ । ଏହି ଯୋଡ଼ି ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ‘ଶେରଶାହା’ ଚଳଚ୍ଚିତ୍ରରେ ଏହି…
Read More...

ବଲିଉଡରେ ହଙ୍ଗାମା ମଚାଇବ “ଅଦଲ ବଦଲ”

ମୁମ୍ବାଇ: ପୁଣି ଥରେ ରଙ୍ଗୀନ ପରଦାରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି ବଲିଉଡର ଚର୍ଚ୍ଚିତ କପ୍ଲ ସିର୍ଦ୍ଧାଥ ଏବଂ କିୟାରା । ଏହି କିଛି ଦିନ ହେବ ସିର୍ଦ୍ଧାତ ଏବଂ କିୟାରା ଦୁହେଁ ଦୁହିଁଙ୍କୁ ଡେଟ୍ କରୁଥିବା ଖବର ଖୁବ୍ ଚର୍ଚ୍ଚାରେ ରହିଛି । କିନ୍ତୁ ଉଭୟ ଏ ନେଇ କୌଣସି ଅଫିସିଆଲ…
Read More...