Browsing Tag

KHURDHA

ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଏସିଏସଓ ବିଷ୍ଣୁ ଚରଣ ପରିଡ଼ା

ଖୋର୍ଦ୍ଧା : ଭିଜିଲାନ୍ସ ପଞ୍ଝାରେ ଖୋର୍ଦ୍ଧା ଏସିଏସଓ । ରାଇସ୍‌ ମିଲ୍‌ ମାଲିକଙ୍କୁ ଅନୁକମ୍ପା ଦେଖାଇବା ନିମନ୍ତେ ୫୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଗଲେ ଖୋର୍ଦ୍ଧା ଏସିଏସଓ ବିଷ୍ଣୁ ଚରଣ ପରିଡ଼ା । ଏହାପରେ ତାଙ୍କ ସରକାରୀ କ୍ୱାର୍ଟର୍ସ ସମେତ ବିଭିନ୍ନ ସ୍ଥାନରେ…
Read More...

୮ ବର୍ଷର ନାବାଳକୁ କୋରୋନା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ରାଜ୍ୟରେ ଆଉ ୬୫ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୮ ବର୍ଷର ନାବାଳକ ରହିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ୮ ବର୍ଷର ନାବାଳକ ଖୋର୍ଦ୍ଧା…
Read More...

ଆଜିଠୁ ଗଡିବ ମୋ ବସ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜିଠୁ ଗଡିବ ମୋ ବସ । ଦୀର୍ଘ ଦିନ ବ୍ୟବଧାନ ପରେ ମୋ ବସ ଆଜିଠୁ ଗଡିବ । ପ୍ରଥମ ପର୍ଯ୍ୟାୟରେ ଓଡିଶା ବାହାରୁ ଆସୁଥିବା ଲୋକଙ୍କ ପାଇଁ ଏହି ସେବା ଯୋଗାଇଦିଆଯିବ । ଭୁବନେଶ୍ୱର ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଆସୁଥିବା ଯାତ୍ରୀଙ୍କ ନିମନ୍ତେ ଏହି ସେବା ଉପଲବ୍ଧ…
Read More...

ମଦ କାରଖାନାରେ ଚଢାଉ, ୧୭ ଲକ୍ଷ ଟଙ୍କା ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମଦ କାରଖାନାରେ ଚଢାଉ । ଖୋର୍ଦ୍ଦା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ରାସୋଲ ଗାଁରେ ଏକ ମଦ କାରଖାନରେ ଚଢାଉ କରାଯାଇଛି । ଅବକାରୀ ବିଭାଗ, ପୁଲିସ ଓ କୁଇକ ଆକ୍ସନ ଟିମର ମିଳିତ ଚଢାଉ କରିଥିଲେ । ସୁଚନାମୁତାବକ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ରାସୋଲ…
Read More...