Browsing Tag

khordha

ନିଖୋଜ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ

ଖୋର୍ଦ୍ଧା: ଦୁଇ ଦିନ ଧରି ନିଖୋଜ ଥିବା ମହିଳାଙ୍କୁ ଜଙ୍ଗଲରୁ ଉଦ୍ଧାର କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଫାଣ୍ଡି ଅଞ୍ଚଳରେ । କୁଣ୍ଡିଲୋ ଗ୍ରାମର ଯୁବତୀ ଧଳାପଥର ଅଞ୍ଚଳର ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୯ ମାସ ପରେ ଯୁବକ ଜଣଙ୍କ…
Read More...

ବୃଦ୍ଧି ପାଉଛି ହାତୀ ଉପଦ୍ରଵ

(ଖୋର୍ଦ୍ଧା) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବନ ବିଭାଗ ରେଞ୍ଜ ଇଲାକାରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି । ଦୁଇଟି ଦନ୍ତା ମା’ ଉଗ୍ରତାରା ମନ୍ଦିର ନିକଟସ୍ଥ ରାସ୍ତାରେ ପଇଁତରା ମାରୁଛନ୍ତି । ତେବେ ହାତୀ ଘଉଡ଼ାଇବା ପାଇଁ ଟାଙ୍ଗୀ ବନ ବିଭାଗ ଉଦ୍ୟମ ଜାରି ରଖିଛି କିନ୍ତୁ ଏଥିରେ ସଫ ଳ ହୋଇନି ।…
Read More...

ପଲିଥିନ ତଳେ ବିତୁଛି ଜୀବନ

ହରିପୁର ଶାସନ (ରିପୋର୍ଟର୍ସ ଟୁଡେ) ଚିଲିକା :  ଦୟନୀୟ ଅବସ୍ଥାରେ ଜୀବନ ବିତୁଛି ବିଧବା ପ୍ରମିଳାଙ୍କ ପରିବାର । ଖରା ବର୍ଷା ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଭଙ୍ଗା ଘରେ ଜୀବନ ବିତୁଛି ଗଇନଡା ନିବାସୀ ସ୍ୱର୍ଗତ ବଲ୍ଲଭ ତରାଇଙ୍କ ପତ୍ନୀ ପ୍ରମିଳା ତରାଇଙ୍କ ଜୀବନ । ଜୀବନ କଟୁଛି ଭଙ୍ଗା…
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଚିଲିକା ପ୍ରେସ କ୍ଲବ ପକ୍ଷରୁ କ୍ଷୋବ ଓ ନିନ୍ଦା ପ୍ରସ୍ତାବ

(ଏସ.କେ ମୋହୀନୁଲ ହକ୍): ପୁରୀ, ବାଲେଶ୍ୱର ଓ ଭଦ୍ରକରେ ସାମ୍ବାଦିକଙ୍କ ପ୍ରତୀ ହୋଇଥିବା ଅନ୍ୟାୟ ପ୍ରତିବାଦରେ ସମସ୍ତ ସଂଘ ତରଫରୁ ଓଡ଼଼ିଶାରେ କଳାଦିବସ ପାଳନ କରାଯାଇଛି । ଚିଲିକା ପ୍ରେସକ୍ଲବ ଦ୍ୱାରା ଏହାର ଅନରୂପ କାର୍ଯ୍ୟକ୍ରମ ଜାରିି ରହିବା ସହ କଳାବ୍ୟାଚ ପରିିଧାନ କରି ସହର ପରିକ୍ରମା…
Read More...

୨ ଦଫା ଦାବିରେ କଲେଜ ଛାତ୍ରଛାତ୍ରୀଙ୍କ ଧାରଣା

(ଦୀପକ ପ୍ରଧାନ): ୨ ଦଫା ଦାବିରେ ଡିଏଭି କଲେଜର ଛାତ୍ରଛାତ୍ରୀମାନେ କଲେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । କଲେଜ ଜମିର ସ୍ଥାୟୀ ପଟ୍ଟା ଓ ସ୍ୱଂୟଶାସିତ ମାନ୍ୟତା ଦାବିରେ ଷ୍ଟୁଡେ ଓ ଅର୍ଗାନାଇଜେସନ ଛାତ୍ରଛାତ୍ରୀମାନେ ଧାରଣାରେ ଦେଇଛନ୍ତି । ଏନେଇ ବହୁବାର ଦାବି କରିଆସୁଥିଲେ…
Read More...

ସ୍ଥାୟୀ ବି.ଡି.ଓ.ଙ୍କ ଅଭାବ,ଉନ୍ନତୀ ମୂଳକ କାର୍ଯ୍ୟରେ ବାଧା

( ସେକ ମୈହିନୁଲ ହକ) : ବାଣପୁର ଏକ ବୃହତ ପୁରାତନ ବ୍ଲକ,ଏହି ବ୍ଲକରେ୨ଟି ଆଦିବାସି ପଞ୍ଚାୟତ ରହିଛି , ଦୁଃଖର ବିଷୟ ଏଠାରେ ଦୀର୍ଘ ଏକବର୍ଷ ହେବ କୌଣସି ସ୍ଥୟୀ ବି.ଡି.ଓ. ନାହାନ୍ତି । ପ୍ରଶାସନର ଏଥିପ୍ରତି ଆଦୌ ଦୃଷ୍ଟିନାହଁ।ସମସ୍ତ ଉନ୍ନତିମୂଳକ କାର୍ଯ୍ୟରେ ବାଧା,ସରକାରଙ୍କ ଯୋଜନା…
Read More...

ରୋଗୀ ସେବା ଠପ୍

(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ସେବା ଠପ୍। ଗତକାଲି ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣର ପ୍ରତିବାଦରେ ଆଜି ଡାକ୍ତର, ନର୍ସ ଓ ଆଶାକର୍ମୀ ଧାରଣାରେ ବସିଥିଲେ। ଏହା ବ୍ୟତୀତ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ମଧ୍ୟ ବାଣପୁରର ସମସ୍ତ…
Read More...

ଗାଧେଇବା ହେଲା କାଳ

(ମମତା ସାମଲ): ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳିକାଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ଗାଧୋଇବାକୁ…
Read More...

ଓଡିଶା ସ୍କୁଲ କଲେଜ ଓ ଶିକ୍ଷକ,କର୍ମଚାରୀ ମିଳିତମଂଚର ଅନଦ୍ଦିଷ୍ଟ ସମୟପାଇଁ ବ୍ଲକ ସମ୍ମୁୁଖରେ ଧାରଣା

(ଏସ.କେ. ମୋହିନୁଲ) : ରାଜ୍ୟସରକାର ତଥା ଶିକ୍ଷାବିଭାଗର ଉଦାସୀନତା ଓ ବୈମାତୃକ ମନୋଭାବ ଫଳରେ ଦୀର୍ଘ ଅଗଷ୍ଟ ୧୬ତାରିଖରୁ ଭୂବନେଶ୍ବରର ଗାନ୍ଧିମାର୍ଗରେ ଆରମ୍ଭ ହୋଇଥିବା ଧାରଣା ସତ୍ବେ ସରକାର ଆଜି ପର୍ୟ୍ୟନ୍ତ କୌଣସି ଦାବୀ ପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏଥିପାଇଁ ରାଜ୍ୟ ମିଳିତ ମଂଚର…
Read More...

ଆଦିବାସୀ ଅଞ୍ଚଳରେ ପହଞ୍ଚିପାରୁନି ଶିକ୍ଷାବ୍ୟବସ୍ଥା

(ସେଖ୍ ମୋହିନୁଲ୍ ହକ୍ ) : ବାଣପୁର ବ୍ଲକ ର ଦୁଇ ବୃହତ ଆଦିବାସି ପଂଚାୟତ ଦାମିଆ ବରବରା ଓ ନିଳାଦ୍ରୀ ପ୍ରସାଦ । ଉକ୍ତ ଦୁଇ ପଂଚାୟତର ସଂରକ୍ଷଣ ଜଙ୍ଗଲ ଅଧିନରେ ଅବସ୍ଥିତ । ସର୍ବଶିକ୍ଷା ଅଭିଯାନ,ସମସ୍ତେ ପଢିବା ସମସ୍ତେ ବଢିବା, ବେଟି ପଢାଅ ବେଟି ବଞ୍ଚାଅ, ଏ ସମସ୍ତ ଯୋଜନା କେନ୍ଦ୍ର ଓ ରାଜ୍ୟ…
Read More...