Browsing Tag

khordha

ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମି ଅନୁଧ୍ୟାନ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

ଟାଙ୍ଗୀ/ ରାକେଶ  କୁମାର  ଜଗଦେବ  : ଗ୍ରାମାଞ୍ଚଳର ଜନ ସାଧାରଣ ଙ୍କୁ ହାତ ପାଆନ୍ତା ରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ  ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।  ଏଥିପାଇଁ ଗ୍ରାମାଞ୍ଚଳ ରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ପାଇଁ ସ୍ୱାସ୍ଥ୍ୟ ସେବାର ଭିତ୍ତି ଭୂମି କିଭଳି ରହିଛି…
Read More...

ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଅଛି ‘ମା ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ

ଟାଙ୍ଗୀ/ ରାକେଶ  କୁମାର  ଜଗଦେବ:  ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି ।  ଫଳରେ କେଉଁଠି ଅତ୍ୟଧିକ  ବର୍ଷା ଫଳରେ  ଧନ୍ ଜୀବନ ନଷ୍ଟ ହେଉଛି ତ  କେଉଁଠି ବର୍ଷା ନେହେବା କାରଣରୁ ବ୍ୟାପକ  ଫସଲ ନଷ୍ଟ ହେଉଛି ।  ତେଣୁ ପରିବେଶର ସୁରକ୍ଷା  କରିବାକୁ ହେଲେ  ବ୍ୟାପକ ବୃକ୍ଷ ରୋପଣ  ଦରକାର ।…
Read More...

ଚଳନ୍ତା ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ

ଟାଙ୍ଗି / ରାକେଶ  କୁମାର  ଜଗଦେବ  : ଚଳନ୍ତା  ଯାତ୍ରୀବାହି ଟ୍ରେନରୁ ଖସି ଯୁବକ ମୃତ ।  ମୃତ ଯୁବକଙ୍କ ପରିଚୟ ମିଳି ପାରିନାହିଁ ।  ମୃତ ଯୁବକଙ୍କ ବୟସ 28 ରୁ 39 ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।  ଖବର ପାଇ ନିରାକାର ପୁର ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି  ମୃତ ଯୁବକର ଶବ୍ଦ କୁ…
Read More...

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି କାଳୁ ଚରଣ ଖଣ୍ଡାୟତ ରାୟ

ଖୋର୍ଦ୍ଧା:ପଦ୍ମ ଛାଡିଲେ କାଳୁ । ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ମଧ୍ୟ ଖୋର୍ଦ୍ଧା ବିଜେପିରୁ ଅନେକ କର୍ମକର୍ତ୍ତା ମଧ୍ୟ ଇସ୍ତଫା ଦେଇଥିବା କୁହାଯାଉଛି । ସୂଚନା ଅନୁଯାୟୀ , ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ…
Read More...

ଜେଆରଜି ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଉତ୍କର୍ଷ ବାର୍ଷିକ ଟେକନୋ ମ୍ୟାନେଜମେଣ୍ଟ କଲଚରାଲ ଫେଷ୍ଟ ଉଦଘାଟନ

ଖୋର୍ଦ୍ଧା /ଜାଗେଶ୍ୱର ପ୍ରଧାନ:  ଖୋର୍ଦ୍ଧା ସଦର ମହକୁମା ସ୍ଥିତ ଶିଳ୍ପାଞ୍ଚଳ ଅନ୍ତର୍ଗତ ଜେଆରଜି ଏଜୁକେସନାଲ ଟ୍ରଷ୍ଟ ଆନୁକୂଲ୍ୟରେ ରାଧାକ୍ରୀଷ୍ଣ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଣ୍ଡ ଇଞ୍ଜନିୟରିଂ, କ୍ରିପ୍ଟନ ଯୁକ୍ତ ଦୁଇ ବିଜ୍ଞାନ ଉଚ୍ଚ ବିଦ୍ୟାଳୟ, ଜେଆରଜି କଲେଜ ଅଫ ଫାର୍ମାସି ଓ ଡିଡିୟୁ…
Read More...

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି ଜିଲ୍ଲା ପ୍ରଶାସନ

ଟାଙ୍ଗୀ / ରାକେଶ ଜଗଦେବ : ସାଧାରଣ ନିର୍ବାଚନ କୁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ ଏବେ ଠାରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିସାରିଲାଣି । କିଭଳି କେଉଁ ଠାରେ କିଛି ତ୍ରୁଟି ରହିବ ନାହିଁ ତାହାକୁ ପ୍ରଶାସନ ଗୋଟି ଗୋଟି କରି ସମୀକ୍ଷା କରୁଛି । ଆଜି ଖୋର୍ଦ୍ଧା…
Read More...

ଚଳନ୍ତା ତୁଳା ବୋଝେଇ ଟ୍ରକ ରେ ଲାଗିଲା ନିଆଁ

ଟାଙ୍ଗି /ରାକେଶ କୁମାର ଜଗଦେବ : ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ରେ ଚଳନ୍ତା ତୁଳା ବୋଝେଇ ଟ୍ରକ ରେ ଲାଗିଲା ନିଆଁ । ନିଆ ଲାଗି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ତୁଳା । ଆନ୍ଧ୍ର ପ୍ରଦେଶ ରୁ କୋଲକତା ଯାଉଥିଲା ତୁଳା ବୋଝେଇ ଟ୍ରକ । ବଡ଼ ପୋଖରୀଆ ଛକ ନିକଟରେ ହଠାତ ଟ୍ରକର ଇଂଜିନ ରୁ…
Read More...

ଜୟୀ ରାଜଗୁରୁ ଭବନରେ ଆଭେନିୟର ଷ୍ଟାର ସ୍କୁଲ୍ ର ସପ୍ତମ ବାର୍ଷିକ ଉତ୍ସବ ପାଳିତ

ଖୋର୍ଦ୍ଧା / ପ୍ରବୀଣ ଭଞ୍ଜଙ୍କ:  ଖୋର୍ଦ୍ଧାର  ଅଗ୍ରଣୀ ଶିକ୍ଷାନୁଷ୍ଠାନ ଆଭେନିୟର ଷ୍ଟାର ସ୍କୁଲ୍ ସ୍ଥାନୀୟ  ଜୟୀ ରାଜଗୁରୁ ଭବନରେ ତାର ସପ୍ତମ ବାର୍ଷିକ ଉତ୍ସବ ଖୁବ୍ ଧୁମଧାମରେ ପାଳନ କରିଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଶ୍ରୀଯୁକ୍ତ ଜ୍ୟୋତିରିନ୍ଦ୍ରନାଥ ମିତ୍ର , ଖୋର୍ଦ୍ଧା…
Read More...

ରିଫାଇନ ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ

ଖୋର୍ଦ୍ଧା : ରିଫାଇନ ତେଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ସାରୁଅ ଶିଳ୍ପା ଞ୍ଚଳ ରେ ଥିବା ‘ୟୁନିଭରସାଲ ଇନ୍ଫ୍ରା ଆଣ୍ଡ ଏଗ୍ରୀ ଅଏଲ ପ୍ରାଇଭେଟ୍ ଲିମିଟେଡ’ ନାମକ ତେଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ତେଲ ପ୍ୟାକିଂ ପାଇଁ ଥିବା ଆବଶ୍ୟକ ସାମଗ୍ରୀରେ…
Read More...

ଖୋର୍ଦ୍ଧାରେ ୬୧ତମ ଗୃହରକ୍ଷୀ ଦିବସ ପାଳିତ

ଖୋର୍ଦ୍ଧା / ପ୍ରବୀଣ ଭଞ୍ଜ : ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ଗୃହରକ୍ଷୀ ବାହିନୀ ପକ୍ଷରୁ ସ୍ଥାନୀୟ ପୋଲିସ ରିଜର୍ଭ ପଡ଼ିଆରେ ୬୧ତମ ବାର୍ଷିକ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଏସ୍. ପି ଶ୍ରୀଯୁକ୍ତ ସିଦ୍ଧାର୍ଥ କଟରିଆ ମହଦୋୟ ମୁଖ୍ୟ ଅତିଥି…
Read More...