ମାଓ ପୋଷ୍ଟର ଲଗାଇ ସ୍ଥିତି ଜାହିର କଲା ଲାଲ ବାହିନୀ
କନ୍ଧମାଳ: କିଛିଦିନର ନୀରବତା ପରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି। ସୂଚନା ଅନୁସାରେ କନ୍ଧମାଳରେ ମାଓ ପୋଷ୍ଟର ଲଗାଇ ନିଜର ସ୍ଥିତିକୁ ଜାହିର କରିଛନ୍ତି। ତୁମୁଡିବନ୍ଧ ଥାନା ତୁମୁଡିବନ୍ଧରୁ କୋଟଗଡ ମୁଖ୍ୟ ରାସ୍ତାର ମାଦାଗୁଡା ଗାଁକୁ ଯିବା ଛକ ନିକଟରେ ମାଓବାଦୀଙ୍କ ପକ୍ଷରୁ…
Read More...
Read More...