ଖଲାଡି ପଞ୍ଚାୟତ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ
ଉଦଳା : ଉଦଳା ବ୍ଲକ ଖଲାଡି ପଞ୍ଚାୟତର ବେଗୁନିଆଡ଼ିହକ୍ଷ ଖେଳ ପଡିଆରେ ପଞ୍ଚାୟତ ସ୍ତରୀୟ ଏକଦିବସୀୟ ଫୁଟବଲ ଖେଳ ଉଦଘାଟିତ ହୋଇଯାଇଛି । ଏହି ଫୁଟବଲ ଟୁର୍ନାମେଣ୍ଟକୁ ଖଲାଡି ପଞ୍ଚାୟତର ସରପଞ୍ଚ ସସ୍ମିତା ବାରିକ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଖୋଲାଡି ପଞ୍ଚାୟତର ସଭ୍ୟ ସବିତା ବେହେରା,…
Read More...
Read More...