ଢେଙ୍କିକୋଟ ରାମ ନବମୀରେ ଯୋଗଦେଲେ କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ
କେନ୍ଦୁଝର / ଧରଣୀ ପାତ୍ର: କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ଢେଂକିକୋଟ ରାମ ନବମୀ ମହୋତ୍ସବ ଆରମ୍ଭ ହୋଇଯାଇଛି । ୧୦୮ କଳସ ଦେବବନ୍ଧରୁ ଅଣାଯାଇଛି । ଏଥିରେ ବିଭିନ୍ନ ଗ୍ରାମରୁ ଆସି ଶହ ଶହ ମହିଳା ମାନେ କଳସ ସଭାଯାତ୍ରାରେ ଯୋଗ ଦେଇଥିଲେ ଜ୍ଝ ପୂଜା କମିଟି ତରଫରୁ ସମ୍ବର୍ଦ୍ଧନା ସଭାର ଆୟୋଜନ…
Read More...
Read More...