Browsing Tag

Kerla

ପରଲୋକରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡି

ମୁମ୍ବାଇ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ମଙ୍ଗଳବାର (ଜୁଲାଇ ୧୮) ଦେହାନ୍ତ ହୋଇଛି। ଦୀର୍ଘ ଦିନର ଅସୁସ୍ଥତା ପରେ, ୭୯ ବର୍ଷ ବୟସରେ ସେ ଦୁନିଆକୁ ବିଦାୟ ନେଇଛନ୍ତି।ବେଙ୍ଗାଲୁରୁରେ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ଓମାନ…
Read More...

କେରଳରେ ପ୍ରସିଦ୍ଧ ସାବରୀ ମାଲା ମନ୍ଦିରକୁ ପ୍ରବେଶ କରିିପାରିବେ ମହିଲା: ସୁପ୍ରିମ୍ କୋର୍ଟ

(ଶୁଭସ୍ମିତା ଦାଶ): ମହିଳାଙ୍କ ସପକ୍ଷରେ ଆସିଲା ରାୟ । କେରଳରେ ଥିବା ସାବରୀ ମାଲା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶକୁ ନେଇ ଯେଉଁ କଟକଣା ଥିଲା । ସେ ସଂକ୍ରାନ୍ତରେ ଆଜିି ସୁପ୍ରିମ୍ କୋର୍ଟ ନିଜର ଗୁରୁତ୍ୱ ପୂଣର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ମହିଳାମାନେ ମନ୍ଦିର ଭିତରକୁ ଯାଇପାରିବେ…
Read More...