ସିପିଆଇ ଅଫିସରେ ଭୟଙ୍କର ବୋମା ମାଡ଼
(କେରଳ) : ସିପିଆଇ ଅଫିସରେ ବୋମା ମାଡ଼ । କେରଳରେ ଥିବା ସିପିଆଇ(ଏମ) ଅଫିସ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମା ମାଡ଼ ହୋଇଛି। ହେଲେ ଏଥିରେ କେହି ମୃତ ହୋଇ ନଥିବା ସୂଚନା ମିଳିଛି । । ଏହି ସମୟରେ ଉକ୍ତ କାର୍ଯ୍ୟାଳୟରେ କେତେକ ବାମପନ୍ଥୀ ନେତା ଥିଲେ। କିନ୍ତୁ ଅଫିସ ବାହାରେ ବିସ୍ଫୋରଣ…
Read More...
Read More...