ହାତୀ ଆକ୍ରମଣରେ ମହିଳା ମୃତ୍ୟୁ
(ମମତା ସାମଲ): ମାତିଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ ଅଞ୍ଚଳରେ ଦନ୍ତା ହାତୀର ତାଣ୍ଡବ । ଆଜି ସକାଳୁ ଛତୁ ଆଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ତାଙ୍କୁ ଦନ୍ତା ହାତୀ ମହିଳାଙ୍କୁ ଗଛରେ ପିଟି ପିଟି ମାରି ଦେଇଥିଲା । ମୃତ ମହିଳା ଜଣଙ୍କ ସେଣ୍ଟକାପ ଅଞ୍ଚଳର ବୋଲି…
Read More...
Read More...