ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ
କେନ୍ଦୁଝର/ ବିଜୟ କୁମାର କରୁଆ : ଅଜଣା ଟ୍ରକ ଧକ୍କାରେ ମହିଳା ମୃତ , ଦୁଇ ଆହତ ।ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଏଞ୍ଜଲ ଢାବା ନିକଟରେ । ମୃତକ ଜଣକ ହେଲେସୋମବାରୀମୁଣ୍ଡା, ଆହାତ ଦୁଇଜଣକହେଲେରବିମୁଣ୍ଡା, ବନମାଳୀମୁଣ୍ଡା ।…
Read More...
Read More...