ମାଆକୁ ହାଣିଲା ଦିବ୍ୟାଙ୍ଗ ପୁଅ
ଆନନ୍ଦପୁର: ପୁଅ ଦିବ୍ୟାଙ୍କ ବୋଲି ନାନା ନିନ୍ଦା ଅପବାଦ ସହି ପୁଅକୁ ବଡ କରିଥିଲା ମା । କିନ୍ତୁ ଶେଷରେ ସେହି ଦିବ୍ୟାଙ୍ଗ ପୁଅ ହିଁ ପାଲଟିଲା ମୃତ୍ୟୁର କାରଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ଖଡିବିଲ ଗ୍ରାମରେ ।
ଲକ୍ଷେ ଶିବ ପୂଜି ପୁଅଟେ ପାଇଥିଲା ମା ।…
Read More...
Read More...