Browsing Tag

Kendrapara

ଡାକ୍ତରଙ୍କର ୧୯ ରାଣୀ

କେନ୍ଦ୍ରାପଡା- ନକଲି ଡାକ୍ତର ନାଁ ରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।ପୁଣି ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି । ଗୋହାଟି ଫ୍ଲାଟ ଦେବା ନାଁରେ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲେ ରମେଶ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା । ମେ ୨୦୨୧ରେ କରୋନା କଟକଣା ଭିତରେ ପରିବାର…
Read More...

କୋଳରେ ମାସକର ଛୁଆ ଧରି ମଇଦାନକୁ ଓହ୍ଲାଇଛନ୍ତି ମା’

କେନ୍ଦ୍ରାପଡ଼ା : କୋଳରେ ମାସକର ଛୁଆ ଧରି ମଇଦାନକୁ ଓହ୍ଲାଇଛନ୍ତି ମା’ । ଏ ଭଳି ନିଆରା ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତରେ । ଘର ଘର ବୁଲି ଛୋଟ ଛୁଆକୁ ଧରି ଭୋଟ ଭିକ୍ଷା କରୁଛି ମା’ । ବିଜେଡ଼ିର ଜିଲ୍ଲାପରିଷଦ ପାର୍ଥୀ ଭାବ ଛିଡ଼ା…
Read More...

ଡଲଫିନ ଗଣନା ଆରମ୍ଭ

କେନ୍ଦ୍ରାପଡା: ଆଜିଠାରୁ ଭିତରକନିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ଜଣାଯାଇଛି । ଭଦ୍ରକ ଧାମରା ମୁହାଣଠାରୁ ଦେବୀ ନଦୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡଲଫିନଙ୍କ ସଂଖ୍ୟା ଗଣନା…
Read More...

ବିଜେଡିର ମିଶ୍ରଣ ପର୍ବ; ଯୋଗ ଦେଲେ ଶତାଧିକ କର୍ମୀ

ଡେରାବିଶ: କେନ୍ଦ୍ରାପଡା ସଦର ମହକୁମା ନିକଟସ୍ଥ ଜଣ୍ଟିଲୋ ଡାକବଙ୍ଗଳାରେ ବିଜେଡିର ଏ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ ସଭାପତିତ୍ୱ କରିଥଲେ । ସେହିପରି ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଏବଂ ଦଳୀୟ ରାଜ୍ୟ କାର୍ଯ୍ୟକାରିଣୀ…
Read More...

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଭୟ

ପଟ୍ଟାମୁଣ୍ଡାଇ(ରିପୋର୍ଟର୍ସ ଟୁଡେ): ବ୍ରାହ୍ମଣୀ ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର ଭୟ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଶ୍ରୀରାମପୁର ଗାଁର ବ୍ରାହ୍ମଣୀ ନଦୀରେ ଏପରି ଏକ ଅଘଟଣ ସାମ୍ନାକୁ ଆସିଛି । ଏହି ଗାଁର ବସନ୍ତ ପରିଡା ନଦୀକୁ ଗାଈ ଚରାଇବାକୁ ଯାଇଥିଲେ । ତେବେ ନଈରେ ଗୋଡ ଧୋଇବାକୁ…
Read More...

ଚାଷ ପାଇଁ ସାରର ଘୋର ଅଭାବ

କେନ୍ଦ୍ରାପଡା(ରିପୋର୍ଟର୍ସ ଟୁଡେ) : କେନ୍ଦ୍ରାପଡା ଜିଲାରେ ଖରିଫ ଚାଷ ପାଇଁ ସାରର ଅଭାବ ଦେଖାଯାଇଛି । ସରକାରଙ୍କ ସବସିଡି ମାଧ୍ୟମରେ ଯୋଗାଇବାକୁ ଥିବା ସାରର ଘୋର ଅଭାବ ଦେଖାଦେଇଛି କେନ୍ଦ୍ରାପଡା ଜିଲାରେ । ଏଥିପାଇଁ ଚାଷୀଙ୍କୁ ବଜାରରୁ ଅଧିକ ଚଢା ଦରରେ ସାର କିଣିବାକୁ ପଡୁଛି । ଏଥିପାଇଁ…
Read More...

ପୋଇ ଗଛ ପାଇଁ ସାନ ଭାଇକୁ ହତ୍ୟାକଲା ବଡ ଭାଇ

ପଟ୍ଟାମୁଣ୍ଡାଇ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡେଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ପୋଇ ଗଛ ପାଇଁ ସାନ ଭାଇକୁ ମାରିଦେଲା ବଡଭାଇ । ପୋଇଗଛ ପାଇଁ ବଡଭାଇ ଓ ସାନଭାଇ ମଧ୍ୟରେ ଝଗଡା ଲାଗିଥିଲା । ଝଗଡା ବଢି ଏକ ଉଗ୍ରରୂପ ଧାରଣ କରିଥିଲା । ଯାହା ଫଳରେ ଉତ୍ୟକ୍ତ ବଡ ଭାଇ…
Read More...

କେନ୍ଦ୍ରାପଡାର ୫ ଆକ୍ରାନ୍ତ ସୁରତ ଫେରନ୍ତା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ଆଉ ୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମୁ ମିଶାଇ ରାଜ୍ୟରେ ୨୪୫ ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଆଜି ଏକାଥରକେ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଗଞ୍ଜାମ ଜିଲ୍ଲାରୁ ୧୯ ଜଣ,ଭଦ୍ରକ ଜିଲ୍ଲାରୁ ୨ ଜଣ ଓ…
Read More...

କେନ୍ଦ୍ରାପଡା: ଏକାଠି ଲଢିବ ବିଜେଡି

(ଆଦର୍ଶ ରାଉତ) ଭୁବନେଶ୍ୱର: କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ଏକାଠି ଲଢିବ ବିଜେଡି । ଏପରି ସୂଚନା ଦେଇଛନ୍ତ ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ । ଦଳ ମଧ୍ୟରେ କୌଣସି ଫାଟ ନାହିଁ ଓ ସମସ୍ତେ ଏକ ହୋଇ ନିର୍ବାଚନରେ ଦଳକୁ ବିପୁଳ ସଂଖ୍ୟାରେ ଜିତାଇବାକୁ କାର୍ଯ୍ୟ କରିବେ ବୋଲି ଆଜି ନବୀନ…
Read More...

ଗୋଟିଏ ପରିବାର ଉପରେ ଏସିଡ୍ ମାଡ

(ମମତା ସାମଲ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ପାଟଳିପଙ୍କ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ପରିବାର ଉପରେ ଏସିଡ ମାଡ ହୋଇଛି । ଏଥିରେ ୩ ଜଣ ଆହତ ହୋଇଛନ୍ତି । ଏସିଡ୍ ଆଟାକ୍ରେ ହିମାଂଶୁ ବାରିକ, ତାଙ୍କ ପତ୍ନୀ ନମିତା ବାରିକ ଓ ଦୁଇ ବର୍ଷର ଝିଅ ଶୁଭଶ୍ରୀ ଆହତ ହୋଇଛନ୍ତି।…
Read More...