ବିରଳ ପ୍ରଜାତି ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର
(କେନ୍ଦ୍ରାପଡା) : ବିରଳ ପ୍ରଜାତି ଥଣ୍ଟିଆ କୁମ୍ଭୀର ଛୁଆ ଉଦ୍ଧାର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଅମେଇପାଳ ପଞ୍ଚାୟତର ସାମଯୋରୀ ନିକଟ ପାଇକା ନଦୀରୁ ଏହି ବିରଳ ପ୍ରଜାତିର ଥନଟିଆ କୁମ୍ଭୀର ଛୁଆକୁ ଉଦ୍ଧାର କରାଯାଇଛି । ମାଛ ଧରିବା ବେଳେ ଜାଲରେ ଏହି କୁମ୍ଭୀର ଛୁଆଟି ପଡ଼ିଥିଲା।…
Read More...
Read More...