Browsing Tag

kendrapada

ଜୟଦେବ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

କେନ୍ଦ୍ରାପଡ଼ା/ ସଞ୍ଜୟ ବାରିକ : ଜୟଦେବ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । କେନ୍ଦ୍ରପଡା ଜିଲ୍ଳାରେ ୨୦୨୨ରେ ଏହା ପାଳନ କରାଯାଇଛି । ଏଥିରେ ବହୁତ ଲୋକ ସାମିଲ ହୋଇଛନ୍ତି । ତାଙ୍କ ଜନ୍ମ ଦିନକୁ ସ୍ମରଣୀୟ କରିବା ନିମନ୍ତ ଏହି କାର୍ଯ୍ୟକ୍ରମର ଆଯୋଜନ କରାଯାଇଛି । ଏଥିରେ ବରିଷ୍ଠ କର୍ମୀ…
Read More...

ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ

(କେନ୍ଦ୍ରାପଡ଼ା) : ଆଖି ବୁଜିଲେ ବରିଷ୍ଠ ବିଜେପି ନେତା ବିଜୟ ପ୍ରଧାନ । ସେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ବରିଷ୍ଠ ବିଜେପି ନେତା ଥିଲେ । ସୋମବାର ସନ୍ଧ୍ୟାରେ ଭୁବନେଶ୍ଵରର କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବିଜୟଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ…
Read More...

ଗଛର ମଣିଷ !

ବ୍ୟୁରୋ: ପରିବେଶ କହିଲେ ଆମେ ଜାଣୁ ବୃଷ, ଲତା, ପାଣିପବନ । ବୃକ୍ଷ ଆମକୁ ଅମ୍ଳଜାନ ଦେଇ ଜୀବନ ବଂଚାଇଥାଏ । ଅନେକ ମଣିଷ ଅଛନ୍ତ ି ଗଛକୁ କାଟି ନିଜ କାମରେ ଲଗାଉଥିବା ବେଳେ ଆଉ କିଛି ମଣିଷ ଗଛ ଲତାକୁ ଭଲ ପାଇଥାନ୍ତି । ଯେଉଁଥି ପାଇଁ ନିଜ ଘର ଅଗଣା ଠାରୁ ଆରମ୍ଭ ବାହାର ପର୍ଯ୍ୟନ୍ତ ଗଛ ଲଗାଇ …
Read More...

ପାଣି ବୁନ୍ଦେ ପାଇଁ କାହାର ନିଘା ନାହିଁ

କେନ୍ଦ୍ରାପଡା :  ପାଣି ପାଇଁ ଲମ୍ବା ଲାଇନ୍ ,ଏଠି ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ, ଟ୍ୟାପ୍ ତ ଅଛି କିନ୍ତୁ ପାଣି ବହାରିବା କଷ୍ଟ । ଭଳକି ଦେଖନ୍ତୁ ଏ ଦୃଶ୍ୟକୁ କେମତି ପାଣି ପାଇଁ ଗରା ମାଠିଆ ତ ଅଛି କିନ୍ତୁ ସବୁ ପାତ୍ର ଖାଲିି । ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଇଣୁ ଆରମ୍ଭ ହୋଇଗଲାଣି ଜଳ ସମସ୍ୟା…
Read More...

ଅଚାନକ ଜଳିଗଲା ୧୦ ବଖରା, ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ

(କେନ୍ଦ୍ରାପଡ଼ା) : କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ଦଳିତ ସାହିରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୦ ବଖରା ଘର ଭସ୍ମୀଭୂତ ହେବା ସହ ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ ହୋଇଛି । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି…
Read More...

ରାଜନଗର ବିଜେଡି ବ୍ଲକ ସଭାପତି ଙ୍କୁ ଶକ୍ତ ଧକ୍କା।

କେନ୍ଦ୍ରାପଡା: ସଦ୍ୟ ପ୍ରକାଶିତ ପଞ୍ଚାୟତ ନିର୍ବାଚନ ଫଳ ରାଜନଗରର ବିଜେଡି ବ୍ଲକ ସଭାପତି ତଥା କେନ୍ଦ୍ରାପଡା ସାଂସଦ ଙ୍କ ପ୍ରତିନିଧି ଥିବା ଅଶୋକ କୁମାର ପ୍ରତିହାରୀ ଙ୍କ ରାଜନୈତିକ ପତିଆର ପ୍ରତି ସୃଷ୍ଟି କରିଛି ଅନେକ ପ୍ରଶ୍ନବାଚୀ। ଏଥର ପ୍ରଚଣ୍ଡ ବିଜେଡି ଲହର ସତ୍ତ୍ୱେ ନିଜ ପଞ୍ଚାୟତ ରେ…
Read More...

ମହାକଳପଡା ବ୍ଲକରେ ସରିଛି ପଂଚମ ପର୍ଯ୍ୟାୟ ମତଦାନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକଳପଡା  ବ୍ଲକରେ ସରିଛି ପଂଚମ ପର୍ଯ୍ୟାୟ ମତଦାନ । ବ୍ଲକର ୫ଟି ଜୋନ୍ ପାଇଁ ୪୭୪ ଟି ବୁଥ୍ରେ ହୋଇଛି ଭୋଟଗ୍ରହଣ । ୩୧ଟି ପଂଚାୟତ ପାଇଁ ଲକ୍ଷେ ୬୬ ହଜାର ଭୋଟର ଭୋଟିଂ ଦେଇଛନ୍ତି । ତେବେ କେନ୍ଦ୍ରାପଡ଼ା ମହାକଳପଡ଼ା ଗଡ଼ରୋମିତ ପଂଚାୟତର ମଦରଙ୍ଗାଡ଼ିଆ ଗାଁର…
Read More...

ଡଙ୍ଗା ଗୋଟାଇବାକୁ ଯାଇ ଦୁଇ ଭଉଣୀ ମୃତ

କେନ୍ଦ୍ରାପଡା : କେଦ୍ରାପଡା ସଦର ଥାନା ଜଅଁରା ବାରିମୂଳ ଗାଁରୁ ଆସିଛି ଦୁଃଖଦପୂର୍ଣ୍ଣ ଘଟଣା । ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡି ଦୁଇ ଭଉଣୀଙ୍କ ସଳିଲ ସମାଧୀ । ଯୋରରୁ ଡଙ୍ଗା ଗୋଟାଇବା ବେଳେ ଘଟିଛି ଏହି ଅଘଟଣ । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ ୩ ବର୍ଷ ଓ ଅନ୍ୟ ଜଣକର ୨ବର୍ଷ ।
Read More...

କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ମିଳିଲା ଆଇଏସ୍ଓ ମାନ୍ୟତା

(କଳାହାଣ୍ଡି) : କଳାହାଣ୍ଡି ଜିଲ୍ଲା କେସିଙ୍ଗାର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଆଇଏସ୍ଓ ମାନ୍ୟତା। କେବିକେ ଜିଲ୍ଲାର ପ୍ରଥମ ମାନ୍ୟତା ଭାବରେ କେସିଙ୍ଗା ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଇଣ୍ଟରନେସନାଲ ଷ୍ଟାଣ୍ଡାର୍ଡ ଅରଗାନାଇଜେସନ (ଆଇଓସି) ପକ୍ଷରୁ ପ୍ରମାଣପତ୍ର ମିଳିଥିବା ଜଣାପଡିଛି ।…
Read More...

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ଦେହାନ୍ତ

(କେନ୍ଦ୍ରାପଡା) : ବରିଷ୍ଠ ଚିକିତ୍ସକ ତଥା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଅଲେଖ ଚନ୍ଦ୍ର ଦାସଙ୍କର ପରଲୋକ । ମଙ୍ଗଳବାର ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ସୂଚନାନୁଯାୟୀ…
Read More...