Browsing Tag

kendrapada

ସରିଲା କୁମ୍ଭୀର ବସା ଗଣନା

କେନ୍ଦ୍ରାପଡା:ଚଳିତବର୍ଷ କୁମ୍ଭୀର ବସା ଗଣନା ଶେଷ ହୋଇଛି । ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି। କନିକା ରେଞ୍ଜରେ ସର୍ବାଧିକ ୧୧୦ , ରାଜନଗରରେ ୯,ଗହିରମଥାରେ ୨, ମହାକାଳପଡ଼ାରେ ସର୍ବନିମ୍ନ…
Read More...

ଶରତ ଦେବ ହାଇସ୍କୁଲରେ କୃତିତ୍ବ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା (ଅଶ୍ଵିନୀ କୁମାର ସାହୁ ):ଏନଆରଟିଏସ,ଏନଏମଏମଏସ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା। ଆଳି ବ୍ଲକ ଶରତ କୁମାର ଦେବ ହାଇସ୍କୁଲରେ ବିଭିନ୍ନ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଆଜି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ…
Read More...

ଯୁବଛାତ୍ର ବିଜେଡି ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡା: କେନ୍ଦ୍ରାପଡା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପୌରପାଳିକାର ୨୧ ନମ୍ବର ୱାର୍ଡର କଜଳା ବିଜୁ ପଟ୍ଟନାୟକ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୱାର୍ଡର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା।…
Read More...

ଚାଷୀ ଘରର ଝିଅ ହେଲେ କେନ୍ଦ୍ରାପଡା ଜିଲ୍ଲାର ଟପ୍ପର

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଟପ୍ପର ହୋଇଛନ୍ତି ଚାଷୀ ଘରର ଝିଅ । କେନ୍ଦ୍ରାପଡାର ଡେରାବିଶ ବ୍ଲକ ଗୋଲାର ହାଟ ଗାଁର ମୋନାଶ୍ରୀ ବିଶ୍ୱାଳ ମାଟ୍ରିକରେ ଜିଲ୍ଲାର ଟପ୍ପର ହୋଇଛନ୍ତି । ମୋନାଶ୍ରୀଙ୍କ ସଫଳତା ପରେ ଗ୍ରାମବାସୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଏହାପରେ ମୋନାଶ୍ରୀଙ୍କୁ…
Read More...

ଅନଲାଇନ ଗେମ ଖେଳି ଯୁବକଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ)-ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଜଣେ ୨୨ ବର୍ଷର ଯୁବକ ଅନଲାଇନ ଗେମ ଖେଳି ଟଙ୍କା ହରାଇଥିଲେ | ଏଥିରେ ସେ ମ୍ରିୟମାଣ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି | ମାନପୁର ଗ୍ରାମର ରାଜକିଶୋର ଦାସ ଆଳି ଥାନାରେ ଦେଇଥିବା ଅଭିଯୋଗ ଅନୁଯାୟୀ ତାଙ୍କ…
Read More...

ସୁନା ଝିଅ କାଜଲ

ଆଳି(ଅଶ୍ୱିନୀ କୁମାର ସାହୁ):କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ପତ୍ରପୁର ପଞ୍ଚାୟତ ବିଲିକଣା ଗ୍ରାମର କାଶୀନାଥ ମହାରଣା ଓ ଚାନ୍ଦିନୀ ମହାରଣାଙ୍କ ଝିଅ କାଜଲ ମହାରଣା । କାଜଲ ଜାତୀୟ ଆୟଭିତ୍ତିକ ମେଧାବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। କାଜଲଙ୍କ ଏହି ସଫଳତା ପାଇଁ ଜିଲ୍ଲା ପରିଷଦ…
Read More...

ମଇଁଷିକୁ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପ୍ରବାହିତ ନଦୀ ଗୁଡିକରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି l ରବିବାର ଅପରାହ୍ନରେ ଆଳି ଇଛାପୁର ଗ୍ରାମ ନିକଟରେ ପ୍ରବାହିତ ଖର ସ୍ରୋତା ନଦୀକୂଳରେ ମଇଁଷି ଚରୁଥିବା ବେଳେ କୁମ୍ଭୀରଟିଏ ମଇଁଷିକୁ ନଦୀ ଗର୍ଭକୁ ଝାମ୍ପି…
Read More...

ସମବାୟ ନିର୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ

ଆଳି: ରାଜ୍ୟରେ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ସମବାୟ ନିର୍ବାଚନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ସମବାୟ ସମିତିରେ ମଧ୍ୟ ନିର୍ବାଚନ ନିମନ୍ତେ ପ୍ରଥମ ପର୍ୟ୍ୟାୟ ନାମାଙ୍କନ ପତ୍ର ଦାଖଲ କାର୍ୟ୍ୟ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଥିବା ୧୧ ଟି ସମିତି ମଧ୍ୟରୁ…
Read More...

ପୈତୃକ ସମ୍ପତ୍ତି ପାଇଁ ଭାଇ-ଭଉଣୀଙ୍କ ମଧ୍ୟରେ କଳି

ଆଳି: ଭାଇ ଭାଙ୍ଗି ଦେଲା ଭଉଣୀ ଘର, ସମ୍ପତ୍ତିକୁ ନେଇ ଆଜି ଭାଇ -ଭଉଣୀ ମଧ୍ୟରେ ଥିବା ମଧୁର ସମ୍ପର୍କରେ ଦେଖା ଦେଇଛି ଫାଟ । ଭାଇ ଏମିତି ଏକ ଶବ୍ଦ ଯାହାର ମୂଲ୍ୟ ଜଣେ ଭଉଣୀ ହିଁ କହିପାରିବ । ଭଉଣୀଟିଏ ସାରା ଜୀବନ ଖୁସିରେ ରହିବା ପାଇଁ ସୁଖ ଦୁଃଖରେ ଠିଆ ହେବା ପାଇଁ ଭାଇ ହାତରେ ରାଖୀ ବାନ୍ଧି…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...