Browsing Tag

kendrapada

କାଠ ବହୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ

କେନ୍ଦ୍ରାପଡା/ ମହେଶ ପାଢୀ : ଏକ ଉଜ୍ୱଳ ଭବିଷ୍ୟତ ର୍ନିମାଣ ପାଇଁ ବିଦ୍ୟାଳୟକୁ ବିଦ୍ୟା ଅଧୟନ ପାଇଁ ଆସିଥାନ୍ତି ବିଦ୍ୟାର୍ଥୀ । ହେଲେ ଏଠି ଚିତ୍ର କିଛି ଅଲଗା କହୁଛି । ଚିତ୍ର ଦେଖିଲା ପରେ ଲାଗୁଛି ବିଦ୍ୟା ଅଧୟନ ତ ଦୂରର କଥା ଗୋଟେ ଉତ୍ତମ ଭବିଷ୍ୟତ ର୍ନିମାଣରେ ଏବେ ସନ୍ଦେହ ସୃଷ୍ଟି ହୋଇଛି ।…
Read More...

ଅସହାୟ ମହିଳାଙ୍କୁ ପ୍ରଶାସନର ଅବହେଳା

କେନ୍ଦ୍ରାପଡା /ମହେଶ ପାଢୀ :ଦାରିଦ୍ରର କଷାଘାତରେ ସଂଘର୍ଷ କରୁଛନ୍ତି ମାଳତୀ । ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଅନେ୍ୁଷଣ ବି ମାଳତୀ ପକ୍ଷେ କାଠିକର ପାଠ । ବହୁ କଷ୍ଟରେ ପରିବାର ବୋଝକୁ ନିଜ କାନ୍ଧରେ ବୋହି ଦାୟିତ୍ୁ ତୁଲାଉଛନ୍ତି ମାଳତୀ । କିନ୍ତୁ ଏହା ଅଧିକ ଦିନ ଚାଲିପାରିବନି । କାରଣ ସାମ୍ନାରେ…
Read More...

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ):ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସାତଘରିଆ ଗାଁରେ ଜଣେ ଯୁବତୀ ଆଜି ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ତେବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହା ପ୍ରେମ ସମ୍ପର୍କକୁ ନେଇ ହୋଇଥିବା…
Read More...

ଜିଲ୍ଲାସ୍ତରୀୟ ନୂଆଖାଇ ଭେଟ ଘାଟ ପାଳିତ

କେନ୍ଦ୍ରାପଡା: ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କେନ୍ଦ୍ରାପଡା ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି…
Read More...

ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ପଟ୍ଟାମୁଣ୍ଡାଇ: ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଲାଗି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ପଟ୍ଟାମୁଣ୍ଡାଇ ଜୋନାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ରକ୍ତଦାନ ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି…
Read More...

ମା ପ୍ରଧାନ ଶିକ୍ଷୟତ୍ରୀ ପାଠ ପଢାଉଛି ଝିଅ

ଆଳି: ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ଅବବ୍ୟବସ୍ଥାରେ ପରିଣତ । ଲାଞ୍ଚ ନେଇ ଖୋଦ ଡିଇଓ ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲରେ । ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଦିନକୁ ଦିନ ଗୋଟେ ପରେ ଗୋଟେ ପଦାକୁ ଆସୁଛି । ସେହିଭଳି ଘଟଣା ହେଉଛି ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ…
Read More...

ସାରଥୀଙ୍କ ଆଶ୍ରମରେ ପୁଣି ପୂଜାର୍ଚ୍ଚନା

କେନ୍ଦ୍ରାପଡା : ଭଣ୍ଡ ବାବାଙ୍କ ଫଟୋ ରଖି ପୁଣି ପୂଜାର୍ଚ୍ଚନା । ଜନାଷ୍ଟମୀରେ ସାରଥୀବାବାଙ୍କ ଆଶ୍ରମରେ ପହଁଚି ସାରଥୀଙ୍କ ଫଟୋକୁ ପୂଜାର୍ଚ୍ଚନା କରୁଛନ୍ତି ଅନୁଗାମୀ । ଯାହା ପ୍ରମାଣ କରୁଛି ଯେ ଏତେ ବିବାଦ ସତ୍ତେ୍ୱ ଆଜି ବି କାହିଁକି ସାରଥୀଙ୍କ ଅନୁଗାମୀ ରହିଛନ୍ତି । ଆଉ ତାଙ୍କୁ ଭଗବାନ…
Read More...

ରାକ୍ଷୀ ବାନ୍ଧିଲେ ସର୍ବ କନିଷ୍ଟା ମହିଳା ସାମ୍ବାଦିକା

କେନ୍ଦ୍ରାପଡ଼ା: ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପର୍ବ ପାଇଁ ସାରା ଦେଶ ଓ ରାଜ୍ୟ ଉତ୍ସବ ମୁଖର | ଭାଇର ହାତରେ ସ୍ନେହର ରଖି ବାନ୍ଧିଥାଏ । ୟେ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଓ ସୁରକ୍ଷିତ। ଭାଇ ସାନ ହେଉ ଅବା ବଡ଼ ସବୁବେଳେ ଭଉଣୀର ଅଳି ଅର୍ଦଳ ଶୁଣେ। ସବୁ…
Read More...

‘ଆରୋହୀ’ର ଉନ୍ମୋଚନ ଉତ୍ସବ

କେନ୍ଦ୍ରାପଡା : କେନ୍ଦ୍ରାପଡା ସାଇକେଲ କ୍ଲବର ମୁଖପତ୍ର 'ଆରୋହୀ'ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ସୌଭାଗ୍ୟ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ରାପଡା ପୌରପାଳିକାର ଅଧ୍ୟକ୍ଷା ସରିତା ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆରୋହୀ ଉନ୍ମୋଚନ କରିବା ସହିତ କେନ୍ଦ୍ରାପଡା ସାଇକେଲ…
Read More...

ବିଶାଳ ରକ୍ତଦାନ ଶିବିର, ୭୨ ୟୁନିଟ୍ ରକ୍ତ ସଂଗ୍ରହ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ବାଲିଆ ମେଡ଼ିକାଲରେ ଗୋପୀନାଥ ଜୀଉ ସେବା ସମିତି ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଡାକ୍ତର ଖଗେଶ୍ବର ନାୟକ ଉଦ୍ଘାଟନ କରି ରକ୍ତ ସଂଗ୍ରହ କରିଥିଲେ। କେନ୍ଦ୍ରାପଡା ମେଡ଼ିକାଲରେ…
Read More...