Browsing Tag

kendrapada

ସ୍କୁଟି ସହିତ ବୁଲେଟର ଦୁର୍ଘଟଣାରେ ଜଣେ ଗୁରୁତର,୩ ଆହତ

କେନ୍ଦ୍ରାପଡ଼ା /ଅଶ୍ୱିନୀ କୁମାର ସାହୁ: କେତେବେଳେ କଣ ଦୁର୍ଘଟଣା ଘଟିବ କାହାକୁ ଜଣା ନଥାଏ  । ଠିକ୍ ସେହିପରି ଏକ ଦୁର୍ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ଥାନା ଅଧୀନ ଜାଗୁଳାଇ ପଡ଼ା ଗ୍ରାମ ପଞ୍ଚାୟତ ନିକଟରେ  । ରାଜକନିକାରୁ କାମ ସାରି ଶଶିକାନ୍ତ ନାୟକ ଗୋପାଳପୁର…
Read More...

ଓଲଟିଲା ଯାତ୍ରୀବାହୀ ବସ୍, ୩୦ ଆହତ

ଆଳି : କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ । ଆଜି ସକାଳେ ଏହିଭଳି ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍କୁ ହାଇଓ୍ୱା ଧକ୍କା ଦେବାରୁ ବସ୍ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ୨ଜଣଙ୍କ…
Read More...

ବିଜେପିର ସତ୍ୟାଗ୍ରହ ଧାରଣା

କେନ୍ଦ୍ରାପଡ଼ା : ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ରାଜ୍ୟରେ ବିଜେପି ୪ ଘଣ୍ଟିଆ ସତ୍ୟାଗ୍ରହ ଧାରଣା କାର୍ୟ୍ୟକ୍ରମ କରିଛି । ରାଜ୍ୟ ବିଜେପି ନିଷ୍ପତି କ୍ରମେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ବିଜେପି ପକ୍ଷରୁ ଗୋବିନ୍ଦପୁର ଠାରେ ଗାନ୍ଧୀ ମୂର୍ତ୍ତି ନିକଟରେ ସତ୍ୟାଗ୍ରହ ଧାରଣା…
Read More...

ମିଶନ ଶକ୍ତି ପକ୍ଷରୁ ଋଣମେଳା ଅନୁଷ୍ଠିତ

କେନ୍ଦ୍ରାପଡା/ଅଶ୍ଵିନୀ କୁମାର ସାହୁ: ଆଜି ଆଳି ବ୍ଲକ ପରିସରରେ ମିଶନ ଶକ୍ତି ମାଧ୍ୟମରେ ମା ମାନଙ୍କୁ ଋଣ ଯୋଗେଇ ଦିଆଯାଇଛି । କିନ୍ତୁ ମିଶନ ଶକ୍ତି ଜିଲ୍ଲା ସଂଯୋଜକ ଗଣମାଧ୍ୟମକୁ ପତିକ୍ରିୟା ଦେବାକୁ ଭୟ କରିବା ଆଜି ମିଶନ ଶକ୍ତି ବିଭାଗ ଉପରେ ଆଙ୍ଗୁଳି ନିର୍ବ୍ଦଶ କରିଛି । ଆଳି ବ୍ଲକ ମିଶନ…
Read More...

କାର୍ଯ୍ୟକାରିଣୀ ସମ୍ମୀଳନୀ ବାଳକାଟୀ ମତ୍ସ ଜେଟି ପରିସରରେ ଅନୁଷ୍ଠିତ

କେନ୍ଦ୍ରାପଡା : ଆଳି ବ୍ଲକ ଯାଦବ ମହାସଭାର ଏକ କାର୍ୟ୍ୟକାରିଣୀ ବୈଠକ ଓ ସାମ୍ବିଧାନିକ ସମ୍ମିଳନୀ ବାଳକାଟୀ ମତ୍ସ ଜେଟି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ କେଶବ ଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆଳି ବ୍ଲକର ୩୪ ପଞ୍ଚାୟତର ସମସ୍ତ ଯାଦବ ସଂଘ…
Read More...

ପାଞ୍ଚବର୍ଷ ବୟସ, ହେଲେ ମନେ ରଖିବା ଶକ୍ତି ମାତ୍ରାଧିକ

କେନ୍ଦ୍ରାପଡା : ବୟସ ପାଞ୍ଚବର୍ଷ । ହେଲେ ମନେ ରଖିବା ଶକ୍ତି ମାତ୍ରାଧିକ । ଇଂରାଜୀ କହିବାରେ ଧୁରନ୍ଧର । ଏଲ.କେଜି ପ୍ରାରମ୍ଭରେ ପଢୁଛି । କିନ୍ତୁ ପ୍ରତିଟି ପ୍ରଶ୍ନର ଦେଉଛି ସଠିକ । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପିଲାଟି ର ନାମ ସ୍ୱୟଂ ପ୍ରକାଶ ହୋତା । କେନ୍ଦ୍ରପଡା ଜିଲ୍ଲା…
Read More...

ପଞ୍ଚାୟତ କାର୍ଯ୍ୟାଳୟରୁ ଲୁଟ୍

କେନ୍ଦ୍ରାପଡ଼ା  : ଦିନକୁ ଦିନ ଲୁଟେରାଙ୍କ ବିପାତ ବଡିବାରେ ଲାଗିଛି । ଆଖିପିଛୁଳାକେ ଲୁଟି ନେଉଛନ୍ତି ପୁଳା ପୁଳା ଜିନିଷ । ଏହିପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ । ଦିନକୁ ଦିନ ଲୁଟେରା ମାନେ ସକ୍ରିୟ ହୋଇ ପଡିଛନ୍ତି । ଗତ ଶୁକ୍ରବାର ରାତିରେ ଲୁଟେରା ମାନେ ଅଟାଳ…
Read More...

କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ବାଣ ବିସ୍ଫୋରଣରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା

କେନ୍ଦ୍ରାପଡ଼ା/(ଅଶ୍ଵିନୀ କୁମାର ସାହୁ): ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ସହ ଗୋରୁ ଗୁହାଳ ଘର । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ରାଜକନିକା ବ୍ଲକ ବାଙ୍ଗରକୁଆ ଗାଁ ରେ । ଗତକାଲି ରାତିରେ ରମାକାନ୍ତ ମଝି ଙ୍କ ପୁଅ ଭୀମ ମାଝୀଙ୍କର ୨ବଖରା ଘର ସହିତ ଗୁହାଳ ଘର ପୋଡି ପାଉଁଶ ହୋଇଯାଇଛି । ସର୍ଟ…
Read More...

କାଠ ବହୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ

କେନ୍ଦ୍ରାପଡା/ ମହେଶ ପାଢୀ : ଏକ ଉଜ୍ୱଳ ଭବିଷ୍ୟତ ର୍ନିମାଣ ପାଇଁ ବିଦ୍ୟାଳୟକୁ ବିଦ୍ୟା ଅଧୟନ ପାଇଁ ଆସିଥାନ୍ତି ବିଦ୍ୟାର୍ଥୀ । ହେଲେ ଏଠି ଚିତ୍ର କିଛି ଅଲଗା କହୁଛି । ଚିତ୍ର ଦେଖିଲା ପରେ ଲାଗୁଛି ବିଦ୍ୟା ଅଧୟନ ତ ଦୂରର କଥା ଗୋଟେ ଉତ୍ତମ ଭବିଷ୍ୟତ ର୍ନିମାଣରେ ଏବେ ସନ୍ଦେହ ସୃଷ୍ଟି ହୋଇଛି ।…
Read More...