Browsing Tag

Kedarnath

ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ, ଆଗକୁ ବଦ୍ରିନାଥ ଏବଂ କେଦାରନାଥ ମନା

ଡେରାଡୁନ: ଉତ୍ତରାଖଣ୍ଡର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲାଗୁ କରାଯାଇଛି। ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷେଧ କେବଳ ଗଙ୍ଗୋତ୍ରୀ ଧାମ ପାଇଁ ନୁହେଁ, ବରଂ ମାଆ…
Read More...

ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପତ୍ନୀ

ଜୟପୁର-: ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁର୍ଭାଗ୍ୟବଶତଃ ହେଲିକପ୍ଟରର ପାଇଲଟ୍ ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ରାଜବୀର ସିଂହ ଚୌହାନଙ୍କ ଅନ୍ତିମ ସଂସ୍କାର ଶୁକ୍ରବାର ରାଜସ୍ଥାନର ଜୟପୁର ଚାନ୍ଦପୋଲ ମୋକ୍ଷଧାମରେ ଅନୁଷ୍ଠିତ ହୋଇଥିଲା । ରାଜବୀରଙ୍କ…
Read More...

ଚଳିତ ବର୍ଷର କେଦାରନାଥ ଧାମ କୁ ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାର ନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକି କେଦାର ନାଥ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନ ଥିବା…
Read More...

ଆଜିଠୁ ୬ମାସ ପାଇଁ ବନ୍ଦ ହେଲା କେଦାରନାଥ ଧାମ

ଡେରାଡୁନ: ଶୀତକୁ ଦୃଷ୍ଟିରେ ରଖି ଆଜିଠୁ ୬ମାସ ପାଇଁ ବନ୍ଦ ରହିବ କେଦାରନାଥ ଧାମ ।  ପ୍ରଥମେ ଗଙ୍ଗୋତ୍ରୀ ଧାମ ଓ ଏହାର ଦିନକ ପରେ ଯମୁନୋତ୍ରୀ ଧାମ ବନ୍ଦ ହୋଇଥିବାବେଳେ, ଗତକାଲି ଭାଇଦୁଜ ଅବସରରେ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ ହୋଇଛି । ପ୍ରଭୁ କେଦାରନାଥଙ୍କ ପଞ୍ଚମୁଖୀ ଡୋଲି ବୁଧବାର…
Read More...

କେଦାରନାଥ ରାସ୍ତାରେ ଭୁସ୍କଳନ ,୧୩ ଜଣ ନିଖୋଜ

ନୂଆଦିଲ୍ଲୀ: କେଦାରନାଥ ରାସ୍ତାରେ ବଡ ଧରଣର ଭୂସ୍କଳନ ।୧୩ଜଣ ଲୋକ ନିଖୋଜ ଥିବାର ସୂଚନା ମିଳିଛି । ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ଗୌରୀକୁଣ୍ଡ ନିକଟରେ ଏହି ଅଭାବନିୟ ଘଟଣା ଘଟିଛି । କେଦାରନାଥ ଯିବା ରାସ୍ତା ଦତ୍ତ ପୁଲିୟା ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି । ଲଗାଣ ବର୍ଷା…
Read More...

କେଦାରନାଥ ଗସ୍ତରେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଗସ୍ତରେ ମୋଦି । କେଦାରନାଥରେ ପହଞ୍ଚି ପାରମ୍ପରିକ ଢଙ୍ଗରେ ମହାଦେବଙ୍କ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ହିମାଚଳ ପ୍ରଦେଶରେ ହସ୍ତତନ୍ତ୍ର ଦ୍ୱାରା ବୁଣା ଯାଉଥିବା ପୋଷାକ ପରିଧାନ କରିଥିବାର ନଜର ଆସିଛନ୍ତି । ତେବେ ପ୍ରଧାନମନ୍ତ୍ରୀ…
Read More...

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

କେଦାରନାଥ : କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨ ଜଣ ପାଇଲଟ୍‌ ଅଛନ୍ତି। ଯେଉଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି,…
Read More...