Browsing Tag

kashmir

୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି

ନୂଆଦିଲ୍ଲୀ-: ହ୍ରାସହେଲା ଅମରନାଥ ଯାତ୍ରା ଅବଧି । ଚଳିତ ବର୍ଷ ବାର୍ଷିକ ଅମରନାଥ ଯାତ୍ରା ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୫୨ ଦିନ ଧରି ପାଳନ ହେଉଥିବା ଅମରନାଥ ଯାତ୍ରା ଅବଧିକୁ ୩୮ ଦିନକୁ ହ୍ରାସ କରାଯାଇଛି । ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବଂ…
Read More...

କାଶ୍ମୀରରୁ ବିମାନ ଆକୃତିର ପାକିସ୍ତାନୀ ବେଲୁନ ଜବତ

ନୂଆଦିଲ୍ଲୀ: ଆଜି ଜମ୍ମୁ ଓ କାଶ୍ମୀରର କଠୁଆ ଜିଲ୍ଲାରୁ ‘ପିଆଇଏ’ (ପାକିସ୍ତାନ ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ଲାଇନ୍ସ୍) ଲୋଗୋ ଥିବା ଗୋଟାଏ ବିମାନ ଆକୃତିର ବେଲୁନ୍ ଉଦ୍ଧାର କରାଯାଇଛି। କଳା ଓ ଧଳା ରଙ୍ଗର ଏହି ରହସ୍ୟମୟ ବେଲୁନ୍ କଠୁଆ ଜିଲ୍ଲାର ହୀରାନଗର ଅଞ୍ଚଳର ଗୋଟାଏ ପଡ଼ିଆରେ ପଡ଼ିଥିବା…
Read More...