କାଲବୁର୍ଗି ଦୁର୍ଘଟଣା : ମୃତକଙ୍କ ପରିବାରକୁ ୫୦ ହଜାର କ୍ଷତିପୂରଣ ରାଶି ଘୋଷଣା
(କର୍ଣ୍ଣାଟକ) : ବସ୍ ଓ ଟେମ୍ପୋ ଭିତରେ ଧକ୍କା ହେବା ଫଳରେ ୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି। କର୍ଣ୍ଣାଟକ କାଲବୁର୍ଗିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା କମଲାପୁର କସ୍ବେ ପାଖରେ ଘଟିଛି। ଦୁର୍ଘଟଣାରେ ବସ୍ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଥିଲା। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ…
Read More...
Read More...