Browsing Tag

karnjia

ନଦୀର ସୁଅରେ ଛେଳିମାନଙ୍କ ସହ ଭାସିଗଲେ ବୃଦ୍ଧା

କରଞ୍ଜିଆ : ନଦୀର ସୁଅରେ  ଛେଳିମାନଙ୍କ ସହ ଭାସିଯାଇ ବୃଦ୍ଧା ମୃତ  । ଏ ଭଳି ଅଭାବନୀୟ ଘଟଣା ଘଟିଛି ଶିମିଳିପାଳର ଭଣ୍ଡନ ନଦୀରେ । ମୃତକ ଜଣକ ହେଲେ  ଯଶୀପୁର ଥାନା ଅନ୍ତର୍ଗତ ଶିମିଳିପାଳ ପାଦଦେଶରେ ଥିବା ଠାକୁରଗୋଡ଼ା ଗ୍ରାମର ନାନୀତା ମହାକୁଡ଼।  ଶିମିଳିପାଳର ଉପରମୁଣ୍ଡରେ ପ୍ରବଳ ବର୍ଷା…
Read More...