Browsing Tag

Karnataka Assembly

ଗୋମୂତ୍ର ସିଞ୍ଚନ କରି ବିଧାନସୌଧ ପରିସରକୁ ଶୁଦ୍ଧ କଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ରାଜ୍ୟରେ ନୂଆ କଂଗ୍ରେସ ସରକାର ଗଠିତ ହେବା ପରେ ଆଜିଠାରୁ କର୍ଣ୍ଣାଟକ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ମେ ୨୪ ତାରିଖ ପର୍ୟ୍ୟନ୍ତ ଚାଲିବ। ବରିଷ୍ଠ କଂଗ୍ରେସ ନେତା ଆର୍. ଭି. ଦେଶପାଣ୍ଡେ ଏହି ଅଧିବେଶନର କାମଚଳା ବାଚସ୍ପତି ହେବେ। ତେବେ ଆଜି…
Read More...

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ

ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । କର୍ଣ୍ଣାଟକ ବିଧାନସଭାର କାର୍ୟ୍ୟକାଳ ୨୪ ମେ ୨୦୨୩ ପର୍ୟ୍ୟନ୍ତ ରହିଥିବା ବେଳେ ଏହା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବେଙ୍ଗାଲୁରୁରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୦୧୧ ଜନଗଣନା ଅନୁଯାୟୀ…
Read More...