Browsing Tag

kaptipada mahotsav

ଉଦଯାପିତ ହୋଇଯାଇଛି କପ୍ତିପଦା ମହୋତ୍ସବ

ଆମ କପ୍ତିପଦା ମହୋତ୍ସବ ଉଦଯାପିତ ହୋଇଯାଇଛି । ୯ ତାରିଖରୁ ଆରମ୍ଭ ହୋଇ ୩ ଦିନ ଧରି ଚାଲିଥିଵା ଏହି ମହୋତ୍ସବ ସନ୍ଧ୍ୟାରେ ଶେଷ ହୋଇଛି। ଶେଷ ସନ୍ଧ୍ୟାରେ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଙ୍କ ସହିତ ସାହିତ୍ୟିକ, ଗାଳ୍ପିକ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ଅତିଥି ଉପସ୍ଥିତ ଥିଲେ।…
Read More...