Browsing Tag

Kantabanjhi

ମହିଳାଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ମହିଳାଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ସିନ୍ଦେକେଲା ଥାନା ଅନ୍ତର୍ଗତ ଭୁର୍ଷାଗୁଡ଼ା ଗାଁର ଜଣେ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ନନ୍ଦିନୀ ପାଣିଗ୍ରାହୀ । ନନ୍ଦିନୀଙ୍କ ବାପ ଘର ଲୋକ ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା

କଣ୍ଟାବାଞ୍ଜି : ଦୁଇ ବାଇକ ମୁହାଁମୁହିଁ ଧକ୍କା । ଏ ଘଟଣା ଘଟିଛି ବଙ୍ଗୋମୁଣ୍ଡା ଟିଟିଲାଗଡ଼ ୫୯ନମ୍ବର ଜାତୀୟ ରାଜପଥ ଗୋଇମୁଣ୍ଡ ଛକ ନିକଟରେ । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଟିଟିଲାଗଡ ପଟୁ ସୁଶୀଲ ଆସୁଥିବାବେଳେ ବିପରୀତ ଦିଗରୁ ହରେକୃଷ୍ଣ ଓ…
Read More...