Browsing Tag

kandhamala

ଘୁ.ଉଦୟଗିରିରେ ପ୍ରବଳ ଶୀତ

କନ୍ଧମାଳ : ପ୍ରବଳ ଶୀତ ଏବଂ ଜାଡ ପାଇଁ ରାଜ୍ୟରେ କନ୍ଧମାଳ ଜିଲ୍ଲା ପରିଚିତ । କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ସହର ଚଳିତ ବର୍ଷର ଥଣ୍ଡାର ସହର ଭାବେ ପରିଚୟ ଲାଭ କରିଛି । ଘୁ.ଉଦୟଗିରି ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଥିବା ଏବଂ ଥଣ୍ଡାର ସହର ଭାବେ ଜଣାପଡିଛି । ଚଳିତ ବର୍ଷର ଶୀତର ଉଥାନ…
Read More...

ପୁଣି ରକ୍ତମୁଖା ହେଲା ଲାଲ୍ ବାହିନୀ

 କନ୍ଧମାଳ : କୋଟଗଡ ଥାନା ଅନ୍ତର୍ଭୁକ୍ତ ବଣ୍ଡାପିପିଲି ସାପ୍ତାହିକ ହାଟରେ ଠିକାଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳି କରି ହତ୍ୟା କଲେ ମାଓବାଦୀ । ଅଂଚଳରେ ଦୀର୍ଘ ମାସର ନୀରବତା ପରେ ପୁଣି ମାଓବାଦୀ ମାନେ ଦିନ ଦିପ୍ରହରରେ ଜନଗହଳି ପୂର୍ଣ୍ଣ ସ୍ଥାନରେ ବର୍ବରତା ଦେଖାଇଥିବା ଦେଖିବାକୁ ମିଳିଛି ।…
Read More...

ବାରମ୍ବାର ସ୍ବାସ୍ଥ୍ୟକର୍ମୀକୁ ହଇରାଣ କରାଯାଉଛି

କନ୍ଧମାଳ : ବାରମ୍ବାର ଜଣେ ସ୍ବାସ୍ଥ୍ୟକର୍ମୀକୁ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ୱାମୀ । ସ୍ବାସ୍ଥ୍ୟକର୍ମିଙ୍କ ସ୍ବାମୀ ଜଣେ ଦିବ୍ୟାଗଂ ହୋଇଥିବା ରୁ ଏ ଅଫିସ ରୁ ସେ ଅଫିସ ବୁଲି, ବୁଲି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି ।ଖବର ଅନୂଯାୟୀ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ…
Read More...

ଦଶମଶ୍ରେଣୀର ଛ୍ରାତ୍ର ଜୁନିଅର ପିଲାଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ

କନ୍ଧମାଳ : (ବନବାସୀ ପ୍ରଧାନ) ଦାରିଙ୍ଗବାଡୀ ବ୍ଳକର ଗ୍ରୀନବାଡୀ ଠାରେ ଥିବା ମଙ୍ଗଳ ବିଭାଗର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସପ୍ତମ ଶ୍ରେଣିର ୪ଜଣ ଛାତ୍ରକୁ ଦଶମ ଶ୍ରେଣୀର ୪ ଜଣ ଛାତ୍ର ନିଯ୍ୟାତନା ସହିତ ମାଡ ବର୍ଷା କରୁଛନ୍ତି । ଦଶମ ଶ୍ରେଣୀ ର ୪ଜଣ ଛାତ୍ର ସପ୍ତମ ଶ୍ରେଣୀର ୪ ଜଣ…
Read More...

ଜିରୋ ଟୋଲରାନ୍ସ ନୀତି ଆପଣେଇଲେ କନ୍ଧମାଳ ବିଧାୟକ

କନ୍ଧମାଳ/ ବନବାସୀ ପ୍ରଧାନ : ପଞ୍ଚାୟତ ସମିତି ବୈଠକ ରେ ବର୍ଷିଲେ ବିଧାୟକ । ସରକାର ଜନସାଧାରଣଙ୍କୁ ଯୋଗାଉଥିବା ମୈ÷ାଳିକ ସେବା କ୍ଷେତ୍ରରେ ସ୍ୁଚ୍ଚତା ଆଣିବେ ବିଧାୟକ । ବିଭିନ୍ନ ଅଧିକାରୀଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ପରାମର୍ଶ ଦେଲେ ବିଧାୟକ । କନ୍ଧମାଳ ଜିଲ୍ଲାର କନୂଆ ଗ୍ରାମର ବ୍ଲକ…
Read More...

ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କନ୍ଧମାଳ : ମହିଳା ସବ୍ ଇନ୍ସପେକ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ । ଝୁଲନ୍ତା ଅବସ୍ଥାରେ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଏସଆଇଙ୍କ ମୃତଦେହ ମିଳିଛି । ମୃତ ମହିଳା ଏଏସଆଇଙ୍କ ନାଁ…
Read More...