ବାଇକ କାର ମୁହାଁମୁହିଁ ଧକ୍କା ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର
କାମାକ୍ଷାନଗର: ବାଇକ କାର ମୁହାଁ , ମୁହିଁ ଧକ୍କା, କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ଛକ ନିକଟରେ । ବାଇକ୍କୁ ଧକ୍କା ଦେଇ ଏକ କାର୍ ରାସ୍ତା ଉପରେ ଓଲଟି…
Read More...
Read More...