ଜଡ।ପାଳ ଛକ ନିକଟରେ ସାଇକେଲ ବାଇକ ଦୁର୍ଘଟଣା : ବାଇକ ଆରୋହି ଗୁରୁତର
(ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଡ।ପାଳ ଛକ ନିକଟରେ ସାଇକେଲ ଓ ବାଇକ ଦୁର୍ଘଟଣା ଫଳରେ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି । ଅହତ ଜଣକ ଡିଲେଶ୍ଵର ସାହୁ (୨୨) ସେ ଢେଙ୍କାନାଳ ରୁ ନିଜ ଘର ଅନୁଗୁଳ ଘଣ୍ଟିଆନାଳିକୁ ଯାଉଥିବା ବେଳେ ହୋଇଥିଲା ଦୁର୍ଘଟଣା । ସେ…
Read More...
Read More...