Browsing Tag

kalinga stadium

ଫିଫା ପାଇଁ କଳିଙ୍ଗ ଷ୍ଟାଡ଼ିଅମ ରଙ୍ଗାରଙ୍ଗ

ଭୁବନେଶ୍ୱର : ସବୁ ପ୍ରତିକ୍ଷାର ଅନ୍ତ ଘଟିଛି । କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୧୭ବର୍ଷରୁ କମ ବିଶ୍ୱକପ ମହିଳା ଫୁଟବଲ । କଳିଙ୍ଗ ଷ୍ଟାଡ଼ିଅମରେ ଅନୁଷ୍ଠିତ ହେବ ଏହି ଫିଫା ବିଶ୍ୱକପ । ଆସନ୍ତା କାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଉଦ୍‌ଘାଟନ ହେବ ବିଶ୍ୱ କପ ଫିଫା । ତେବେ ସେଥିପାଇଁ…
Read More...

ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଗଣ୍ଡଗୋଳ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ସାଫ ଅଣ୍ଡର ୨୦ ପ୍ରତିଯୋଗିତାରେ ନେପାଳ ଓ ବାଂଲାଦେଶ ମ୍ୟାଚ ସମୟରେ ଠେଲାପେଲା । ମ୍ୟାଚ ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ପକ୍ଷର ଖେଳାଳି ମାନେ ଉଭୟ ଉଭୟଙ୍କ ଉପରେ ଆକ୍ରମଣ କରିଥିଲେ । ଖେଳାଳିମାନେ ବିଧା, ମୁଥ ମାରୁଥିବାର…
Read More...

୨୨ ବର୍ଷର ଶାସନକୁ ନେଇ ଆଶ୍ଚର୍ଯ୍ୟ ମାଧବନ

ଭୁବନେଶ୍ୱର : ଭୁବନେଶ୍ୱର ବହୁତ ସଫାସୁତରା । ମୁଁ ଅଧିକ ଦେଖିନାହିଁ କିନ୍ତୁ ଯେତିକି ଦେଖିଛି ସେଥିରୁ ଭୁବନେଶ୍ୱର ବେସ ସ୍ୱଛ । ୨୨ ବର୍ଷ ଧରି ଲଗାତର ମୁଖ୍ୟମନ୍ତ୍ରୀ ରହିବା କେବେ ଶୁଣାଯାଇ ନଥିଲା । କେବଳ ରାଜନୈତିକ ଅଙ୍କକଶା ଦ୍ୱାରା ଲମ୍ବା ଅବଧି ପାଇଁ କ୍ଷମତାର କେହି ରହିପାରିବେ ନାହିଁ ।…
Read More...

ଭୁବନେଶ୍ୱରେ ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଫିଫା ଅଣ୍ଡର ୧୭ ମହିଳା ଫୁଟବଲ ବିଶ୍ୱକପ୍ ଅନୁଷ୍ଠିତ ହେବ । ଭାରତର ସମସ୍ତ ୬ଟି ଯାକ ମ୍ୟାଚ ସମ୍ପୃକ୍ତ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଫିଫା ବିଶ୍ୱକପ୍ ୧୭ ବର୍ଷରୁ କମ୍ ବୟସ୍କ ମହିଳାଙ୍କ ପାଇଁ ଅକ୍ଟୋବର ୧୧ରୁ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚଟି ଅକ୍ଟୋବର…
Read More...

ପୁରୁଷ ହକି ବିଶ୍ୱକପ୍ ପାଇଁ ଆଜି ଲୋଗୋ ଉନ୍ମୋଚନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ରାଜ୍ୟର ବଡ଼ ସଫଳତା । ବିଶ୍ଵକପ ପାଇଁ ଆଜି ହେବ ଲୋଗୋ ଉନ୍ମୋଚନ । ଆସନ୍ତା ବର୍ଷ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଲୋଗୋ ଆଜି ଉନ୍ମୋଚିତ ହେବାକୁ ଯାଉଛି ।ଆଜି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ…
Read More...

କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ କଡ଼ା ଟକ୍କର, ବିଜୟ ଲକ୍ଷ୍ୟରେ ୨ ଟିମ୍

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିଅମରେ ଦେଖିବାକୁ ମିଳିବ କଡ଼ା ଟକ୍କର । କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ। ଏଫ୍‌ଆଇଏଚ୍‌ ପୁରୁଷ ପ୍ରୋ-ଲିଗ୍‌ ହକି ୨୦୨୧-୨୨ର ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳା ଯାଇଛି ।ତେବେ ଏହି ମ୍ୟାଚ ରାତି ୭ଟା ୩୦ରେ ଆରମ୍ଭ ହେବ…
Read More...

ଆଜି କଳିଙ୍ଗ ଷ୍ଟାଡିୟମରେ ଭାରତ-ଜର୍ମାନୀ କଡ଼ା ଟକ୍କର, ଅଲମ୍ପିକ୍ସ ପରାଜୟର ବଦଲା ନେବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବ ହକି ଫିଭର । ଆଜି କଳିଙ୍ଗ ଷ୍ଟାଡିୟମରେ ପ୍ରୋ ଲିଗ ହକି ମ୍ୟାଚରେ ସାମ୍ନା ସାମ୍ନି ହେବେ ଭାରତ ଓ ଜର୍ମାନୀ ମହିଳା ହକି ଟିମ୍‌ । ସ୍ପେନ୍‌ ବିପକ୍ଷରେ ଘରୋଇ ପ୍ରୋ ଲିଗ୍‌ ହକି ଅଭିଯାନ ଆରମ୍ଭ କରିଥିବା ଭାରତୀୟ ମହିଳା ହକି ଦଳ ଆଜି ଓ…
Read More...

କଳିଙ୍ଗ ଷ୍ଟାଡିୟମର ନୂଆ ଅଧ୍ୟାୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଲେଖାଯାଉଛି ଆଉ ଏକ ନୂଆ ଇତିହାସ । ବିକାଶର ସ୍ୱର୍ଣ୍ଣିମ ଅକ୍ଷରରେ କଳିଙ୍ଗ ଷ୍ଟାଡିୟମକୁ ବିଶ୍ୱପ୍ରସିଦ୍ଧ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଆଜି ପୁଣି ଏକ ସଫଳତାର କାହାଣୀ ଲେଖାଯାଇଛି । ଷ୍ଟାଡିୟମରେ କ୍ରୀଡା…
Read More...

ନୂଆ ରୂପରେ ଓଡିଶାକୁ ଫେରୁଛି ହକି

ଭୁବନେଶ୍ୱର: ପୁଣି ହୋହଲ୍ଲାରେ କମ୍ପି ଉଠିବ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ । ଝୁମି ଉଠିବ ରାଜଧାନୀ ଆଉ ହକି ପେମୀ । କାରଣ ଆଗକୁ ଆସୁଛି ଆଉ ଏକ ବଡ ହକି ଟୁର୍ଣ୍ଣାମେଣ୍ଟ । ଆସନ୍ତା ଫେବୃୟାରୀ ମାସରୁ କଳିଭ୍ଗ ଷ୍ଟାଡିୟମରେ ପୁରୁଷ ଏବଂ ମହିଳା ଏଫଆଇଏଚ ପ୍ରୋ ହକି ଲିଗ ଖେଳାଯିବ । କିନ୍ତୁ ଏହି…
Read More...

ଆମେରିକାକୁ ହରାଇ ଇତିହାସ ରଚିଲା ପାକିସ୍ତାନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଜୁନିୟର ହକି ବିଶ୍ୱକପ ମହାସମର । ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ । ଆମେରିକା ବିପକ୍ଷ ମ୍ୟାଚରେ ସର୍ବାଧିକ ଗୋଲ ଦେଇଛି ପାକିସ୍ତାନ । ପୂର୍ବରୁ ଆମେରିକା ବିପକ୍ଷରେ ୧୭-୦ ଗୋଲରେ ସ୍ପେନ ବିଜୟୀ ହୋଇ ରେକର୍ଡ କରିଥିଲା । କିନ୍ତୁ ଆଜି…
Read More...