Browsing Tag

Kalinga Ghati

ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗ ଘାଟିରେ ଭୂସ୍ଖଳନ, ଯାତାୟାତ ସମ୍ପୂର୍ଣ୍ଣ ଠପ୍

କନ୍ଧମାଳ: କ୍ରମାଗତ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା କଳିଙ୍ଗ ଘାଟିରେ ଭୂ-ସ୍ଖଳନ ଘଟିଛି ଏବଂ ଏହା ଫଳରେ ନିର୍ମାଣାଧୀନ ରାସ୍ତାର କିଛି ଅଂଶ ଧୋଇ ହେଇଯାଇଛି। ସୂଚନା ଅନୁଯାୟୀ, ପାଣିର ପ୍ରବଳ ସ୍ରୋତ ଯୋଗୁଁ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ଧୋଇ ହେଇଯାଇଛି ।…
Read More...

୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି, ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା

ବାଲିଗୁଡ଼ା: ୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । କଳିଙ୍ଗା ଯାଟି ଦେଇ ବାଇକ୍ ଓ ହାଲୁକା ଯାନ ଚଳାଚଳ କରୁଥିବା ବେଳେ ଭାରିଯାନ ନିଷେଧ ରହିଛି । ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି ।  ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭…
Read More...

ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତା ମରାମତି କାମ ବାଧାପ୍ରାପ୍ତ

ଜି.ଉଦୟଗିରି: ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟି ରାସ୍ତା ମରାମତି କାମ ବାଧାପ୍ରାପ୍ତ । ପାହାଡ଼ ଉପରୁ ପ୍ରବଳ ବର୍ଷା ପାଣି ଆସୁଥିବାରୁ ଭୂସ୍ଖଳନ ଆଶଙ୍କା ରହିଛି । କାର୍ଯ୍ୟରତ ଶ୍ରମିକ ଭୟଭୀତ ଅଛନ୍ତି । ସେପଟେ ରାସ୍ତା ମରାମତି କାମ ବାଧାପ୍ରାପ୍ତ ହୋଇଛି । ଗତ ୨୦ ଦିନ ହେଲାଣି କଳିଙ୍ଗା…
Read More...

ବାଦଲ ଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

କନ୍ଧମାଳ: ବାଦଳ ଫଟା ବର୍ଷାରେ ପୁଣି ଧୋଇହୋଇ ଗଲା କଳିଙ୍ଗା ଘାଟି ରାସ୍ତା । ନିର୍ମାଣ ଲାଗି ପଡ଼ଥିବା ପଥର, ବାଲି ଓ ଗୋଡ଼ି ଧୋଇଗଲା । ଭୂସ୍ଖଳନ ପରଠୁ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ । ଯୁଦ୍ଧକାଳୀନ ଭିତ୍ତିରେ ପୁନଃନିର୍ମାଣ କାର୍ଯ୍ୟରେ ବର୍ଷା ସାଜିଛି ବାଧକ । ପ୍ରବଳ…
Read More...