୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି, ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା
ବାଲିଗୁଡ଼ା: ୪୬ ଦିନ ପରେ କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି । କଳିଙ୍ଗା ଯାଟି ଦେଇ ବାଇକ୍ ଓ ହାଲୁକା ଯାନ ଚଳାଚଳ କରୁଥିବା ବେଳେ ଭାରିଯାନ ନିଷେଧ ରହିଛି । ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି ।
ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁଁ ଗତ ସେପ୍ଟେମ୍ବର ୧୭…
Read More...
Read More...