ଡକାୟତି ଗ୍ୟାଙ୍ଗକୁ ଧରିଛି କଳାହାଣ୍ଡି ପୋଲିସ
କଳାହାଣ୍ଡି /ଜନକ ପୋଡ଼: ଡକାୟତି ଘଟଣାର ପର୍ଦ୍ଧାଫାସ କରିଛି କଳାହାଣ୍ଡି ପୋଲିସ । ଏହି ଘଟଣାରେ ସଂପୃକ୍ତ ୧୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷରୁ ଅଧିକ ଟଙ୍କା, ବାଇକ୍, ମୋବାଇଲ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିବା ଏସପି ଅଭିଳାଷ ଜି. ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ,…
Read More...
Read More...