Browsing Tag

Kalabaisakhi

ତାତିରେ ଲାଗିବ ବ୍ରେକ

ତାତିରେ ଲାଗିବ ବ୍ରେକ ।  କିନ୍ତୁ ଗରମ ଓ ଗୁଳୁଗୁଳି ଜାରି ରହିପାରେ । ଆଜି ପୂରା ଓଡ଼ିଶାକୁ କାଳବୈଶାଖୀ ପାଇଁ ଆଲର୍ଟ ଜାରି । ପଶ୍ଚିମ ଓଡ଼ିଶାରେ ତାତିରୁ ତ୍ରାହି ମିଳିବା ଆଶା କମ୍ । ତେବେ କାଳବୈଶାଖୀ ପ୍ରଭାବରେ ବହୁ ସ୍ଥାନରେ ବର୍ଷା ହୋଇପାରେ। ୧୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା…
Read More...

ଆଜି ପୁରା ଓଡ଼ିଶାରେ ବର୍ଷିବ

ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆଜି ପୁରା ଓଡ଼ିଶାରେ ବର୍ଷିବ । ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ସାଙ୍ଗକୁ ବର୍ଷା। କଟକ, ଭୁବନେଶ୍ବର ସମେତ ପୁରୀରେ ବି ସକାଳୁ ସକାଳୁ ବର୍ଷା। ଅସ୍ତରଙ୍ଗରେ ହଠାତ ମାଡି ଆସିଲା କାଳ ବୈଶାଖୀ। ସକାଳୁ ସକାଳୁ  କଳା ହାଣ୍ଡିଆ ମେଘ ବାଦଲ…
Read More...

ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ

ଭୁବନେଶ୍ୱର-: ଦିନରେ ଗୁଳୁଗୁଳି ଅପରାହ୍ନରେ କାଳବୈଶାଖୀ । ଦିନରେ ଉଚ୍ଚ ତାପମାତ୍ରା ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଚି । ଏଭଳି କି ରାତିରେ ବି ନିସ୍ତାର ନାହିଁ ଗୁଳୁଗୁଳିରୁ । ଆସନ୍ତା ୨୪ ଘଣ୍ଟା  ରହିବ କାଳବୈଶାଖୀର ପ୍ରଭାବ। ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ସତର୍କତା…
Read More...