Browsing Tag

Kakatpur

୧୧୦ ତମ ବିଜୁ ଜୟନ୍ତୀ ପାଳିତ

ଅସ୍ତରଙ୍ଗ ଛୁରିଆନା ପଞ୍ଚାୟତ ପିର ଜାହାନିଆ ନିକଟରେ କାକଟପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜୟନ୍ତୀ ପାଳିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା ଯୋଗ ଦେଇ ସନ୍ଧ୍ୟା ସମୟରେ…
Read More...

ସୂର୍ଯ୍ୟପରାଗ ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ

କାକଟପୁର/ ଆର୍ଯ୍ୟ ବିଶ୍ୱାଳ : ଚଳିତ ବର୍ଷ ଅକ୍ଟୋବର ମାସ ୨୫ତାରିଖରେ ହେବାକୁ ଥିବା  ସୂର୍ଯ୍ୟପରାଗକୁ ନେଇ ଜାରି ହେଲା କଟକଣା । କୋରାପୁଟ ସ୍ଥିତ ମଙ୍ଗଳା ମନ୍ଦିରରେ ଉକ୍ତ ଦିନ ସାଧାରଣ ଦର୍ଶନ ବନ୍ଦ ରହିବ । ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଆଜି ନିଷ୍ଫତି ନିଆଯାଇଛି । ୨୪ ତାରିଖ ଅର୍ଥାତ…
Read More...

ସାବିତ୍ରୀ ପୂଜାରେ ସତ୍ୟବାନଙ୍କୁ ମହଙ୍ଗା ମାଡ 

କାକଟପୁର : ଆଉ ଦିନ କେଇଟା ପରେ ସାବିତ୍ରୀ । ସ୍ୱାମୀର ଦୀର୍ଘାୟୁ କାମନା କରି ବ୍ରତ ରଖିବେ ମହିଳା । ଓଡ଼ିଆ ପରମ୍ପରାର ଏହି ପର୍ବ ପାଇଁ ବଜାରରେ ଏବେ ଠାରୁ ଭିଡ଼ ଆରମ୍ଭ ହୋଇଗଲାଣି । ସାବିତ୍ରୀ ପୂର୍ବରୁ ଆକାଶଛୁଆଁ ଫଳଦର ଏବେ ଠାରୁ ସତ୍ୟବାନଙ୍କ ଚିନ୍ତା ବଢାଇଲାଣି । ଫଳଦର ଏମିତି ବୃଦ୍ଧି…
Read More...

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପୀଠରେ ଅନୁଷ୍ଠିତ ହୋଇଛି ପ୍ରସିଦ୍ଧ ଝାମୁଯାତ୍ରା 

କାକଟପୁର/ଜୟନ୍ତ କୁମାର ସେଠୀ : ଆଜି ହେଉଛି ବୈଶାଖ ମାସର ପ୍ରଥମ ମଙ୍ଗଳବାର ଶେଷ ଝାମୁ ପାଳି,କାକଟପୁରର ମା ମଙ୍ଗଳା ପୀଠରେ ଅନୁଷ୍ଟିତ ହୋଇଛି ପ୍ରସିଦ୍ଧ ଝାମୁ ଯାତ୍ରା । ଆଦି ଶକ୍ତି ମା ମଙ୍ଗଳା ଆଜି ରାଜରାଜେଶ୍ଵରୀ ବେଶରେ ପୂଜା ପାଉଛନ୍ତି । ଦୂର ଦୁରନ୍ତ ରୁ ଆଦି ଶକ୍ତି ମା ମଙ୍ଗଳାଙ୍କ…
Read More...