Browsing Tag

kajal sundaray

କୋକିଂ କୋକ ଲିିମିିଟେଡର ସ୍ୱାଧୀନ ନିର୍ଦ୍ଦେଶକ ସତ୍ୟବ୍ରତ ପଣ୍ଡା

(ଭୁବନେଶ୍ୱର) : ଭାରତୀୟ ଜନତା ପାର୍ଟି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ହେଲେ ଭାରତୀୟ କୋକିଂ କୋକ୍ ଲିମିଟଡର ସ୍ଵାଧୀନ ନିର୍ଦ୍ଦେଶକ। ନିଯୁକ୍ତି ପାଇଁ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ।
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏସପିଙ୍କ ଆଇନ ଶୃଙ୍ଖଳାର ସମୀକ୍ଷା

(ରଜନୀ କାନ୍ତ ପାତ୍ର / ହିଞ୍ଜିଳି) : ଆଉ କିଛି ଦିନ ପରେ ହିଂଜିଳି ଗସ୍ତରେ ଆସିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ମୁଖ୍ୟମନ୍ତ୍ରୀ ଆଗାମୀ କିଛିଦିନ ଭିତରେ ନିଜ ନିର୍ବାଚନୀ ମଣ୍ଡଳୀ ହିଂଜିଳିରେ ପହଞ୍ଚିବେ।ଘନ ଘାଇଁ ଜିଲ୍ଲା ପାଳ ଙ୍କ ସମୀକ୍ଷା ସଡକ ସୁରକ୍ଷା ନିମନ୍ତେ…
Read More...

କୁଡାପଡା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ବିଶ୍ବ ଏଡସ ଦିବସ ପାଳିତ

(ସୋନପୁର / ଓମ ପ୍ରକାଶ ମିଶ୍ର) : ଆଜି ହେଉଛି ବିଶ୍ୱ ଏଡସ ଦିବସ । ବିଭିନ୍ନ ଜିଲ୍ଲାରେ ଏଡସ ଦିବସ ପାଳନ କରାଯାଉଛି । ତେବ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର ଉପଖଣ୍ଡ ଡାକ୍ତରଖାନା ଅଧିନସ୍ଥ କୁଡାପଡା ସ୍ଥିତ ସ୍ବାସ୍ଥ୍ୟଉପକେନ୍ଦ୍ର ଠାରେ ଆଜି ବିଶ୍ବ ଏଡସ ଦିବସ ପାଳିତ ହୋଇଯାଇଛି…
Read More...

ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ମେରାଇନ ପୋଲିସ

(ପାରାଦ୍ୱୀପ / ପ୍ରଶାନ୍ତ କୁମାର ସ୍ୱାଇଁଁ ) : ପାରାଦ୍ୱୀପ ଲାଇଟ ହାଉସରେ ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ପାରାଦ୍ୱୀପ ଜଟାଧାର ମୁହାଣ ମେରାଇନ ପୋଲିସ । ଆକ୍ରମଣ କରିବାକୁ ଆସିଥିବା ଦୁଇ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ । ଆଜି ଦୁଇ ଦିନିଆ ମିଳିତ ସମରାଭ୍ୟାସର ଅନ୍ତିମ ଦିନରେ ଏହି ଦୃଶ୍ୟ…
Read More...

କଲେଜ ସାମ୍ନାରୁ ୨ ଛାତ୍ରୀଙ୍କୁ ଅପହରଣ

(ନୟାଗଡ) : କଲେଜ ସାମ୍ନାରୁ ଦୁଇ ଛାତ୍ରୀଙ୍କୁ ଅପହରଣ କରିଛନ୍ତି ଦୁର୍ବୃତ୍ତ । ଏହାକୁ ନେଇ ଛାତ୍ର ଛାତ୍ରୀଙ୍କ ବୋକ୍ଷୋଭ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ଗଣିଆ ରଘୁନାଥ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ।ମିଳିଥିବା ସୂଚନା ଅନୁଯାୟୀ ନୟାଗଡ଼ ଜିଲ୍ଲା…
Read More...

ଆଜି ଠାରୁ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ କାଲୁକା କଳା ମହୋତ୍ସବ ରେ ଗଣ ଦୈାଡ

(ଜୟନ୍ତ କୁମାର ସେଠୀ / ଗୋପ) : ଆଉ କିଛି ସମୟ ପରେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ କାଲୁକା କଳା ମହୋତ୍ସବ। ଏହାକୁ ସୁନ୍ଦର କରିବାକୁ କୋଣାର୍କରେ ବସନ୍ତ ମଞ୍ଜୁରୀ ପାଠାଗାର ଓ ଓଡିଶା ପର୍ୟ୍ୟଟନ ପକ୍ଷରୁ କୋଣାର୍କ ସୂର୍ୟ୍ୟ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ୟ୍ୟନ୍ତ ଗଣ ଦୈାଡ କାର୍ୟ୍ୟକ୍ରମ…
Read More...

ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ

(ଜୟନ୍ତ କୁମାର ସେଠୀ / ଗୋପ) : ଡିସେମ୍ବର ମାସ ୧ ତାରିଖକୁ ବିଶ୍ୱ ଏଡ୍ସ ଦିବସ ଭାବେ ପାଳନ କରାଯାଏ । ଏଡ୍ସ ରୋଗର ଭୟାବହତା ଓ ଏ ନେଇ କିଭଳି ସାବଧାନତା ଅବଲମ୍ବନ କରାଯାଇ ପାରିବ ସେ ନେଇ ସାରା ବିଶ୍ୱରେ ସଚେତନତା ବାର୍ତା ଦେବା ଉଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ଏକ ତାରିଖକୁ ୟୁନେର ସଦସ୍ୟ…
Read More...

ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣ ଗିରଫ

(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା ପିପିଲି ବାଇପାସ ଜାତୀୟ ରାଜପଥ ଲୁଟ ଘଟଣାରେ ପିପିଲି ପୋଲିସ କୁ ସଫଳତା.... । ମାରଣାସ୍ତ୍ର ସହ ଡକାୟତି ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି ପୋଲିସ।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଡିପିଓ ଦେବଦତ୍ତ ବରାଳ।ପିପିଲି ଅଞ୍ଚଳର ଗିରଫ…
Read More...

ପ୍ରଶାସନର ଭାଙ୍ଗିଲା ନିଦ

(କଳାହାଣ୍ଡି) : କିଛିଦିନ ପୂର୍ବେ ଜଣେ ୩୦ ବର୍ଷୀୟା ଯୁବକ ଇଛାମୃତ୍ୟୁ ପାଇଁ କରିଥିଲେ ଆବେଦନ । ଆଉ ଏବେ ପ୍ରଶାସନର ଭାଙ୍ଗିଲା ନିଦ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଶାଖାପାଟଣା ମେଡିକେୟାର ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଥିବା…
Read More...

ପମ୍ପ ଦେଉଥିବା ବେଳେ ଫାଟିଲା ଟାୟାର , ଆଉ ତାପରେ . . . . . . . .

(ରାଉରକେଲା) : ପମ୍ପଦେଉଥିବା ବେଳେ ଟାୟାର ଫାଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଉରକେଲା ବଣେଇ ନିକଟରେ । ସୂୁଚନା ଅନୁଯ୍ାୟୀ ରୋଲର ଟାୟାରରେ ପମ୍ପ ଦେଉଥିବା ବେଳେ ଟାୟାର ଫାଟିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ…
Read More...