Browsing Tag

kajal sundaray

କଟକ କଲେଜଛକରେ ଭବ୍ୟ କାଶୀ-ଦିବ୍ୟ କାଶୀ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ

(କଟକ / ଜଗନ୍ନାଥ ମହାନ୍ତି) : ଡିସେମ୍ବର ୧୩ ଦିନ ସକାଳ ୧୧ଟାରେ କଟକର କଲେଜ ଛକ, ଠାରେ ସୁବାଷ ବୋଷ ମୂର୍ତ୍ତି ନିକଟରେ କାଶୀ ବିଶ୍ୱନାଥ ଧାମର ଭବ୍ୟ ଦିବ୍ୟ ନବକଳେବରର ଲୋକାର୍ପଣ ଉତ୍ସବ ପରମ ସମ୍ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଅନୁଷ୍ଠିତ ହୋଇଥିଲା।ଏହି ଉତ୍ସବର…
Read More...

ବିଧାୟକଙ୍କ ପିପିଲି ଏନଏସି ସମୀକ୍ଷା

(ଜୟନ୍ତ କୁମାର ସେଠୀ / ଗୋପ) : ପିପିଲି ଏନଏସି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ।ଆଜି ବିଧାୟକ ପିପିଲି ଏନଏସିର ବିଭିନ୍ନ ୱାର୍ଡ ରେ ଥିବା ସମସ୍ତ ଅସୁବିଧା କୁ ପଚାରି ବୁଝିଥିଲେ। ମୁଖ୍ୟତଃ ପିପିଲି ଏନଏସିରେ ଡ୍ରେନେଜ୍…
Read More...

ପୁଣି ଥରେ ଥାନାର ଦ୍ଵାରସ୍ତ ହେଲେ ଡିମ୍ପଲ

(ରଜନୀକାନ୍ତ ପାତ୍ର / ହିଂଜିଳି କାଟୁ) : ଥାନାର ଦ୍ଵାରସ୍ତ ହେଲେ ଡିମ୍ପଲ। ସୁମିତ ଫେରାର ହେବା ନେଇ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ତାଙ୍କ ସ୍ଵାମୀ କୁଆଡେ ଚାଲି ଯାଇଛନ୍ତି ବୋଲି ସେ କହିଛନ୍ତି। ସୋମବାର ଆଉ ଏକ ପିଟିସନ ଦାଖଲ କରିବେ ତପସ୍ଵିନୀ। ସ୍ଵାମୀଙ୍କର କୋର୍ଟ ନିର୍ଦ୍ଦେଶ ଉଲଂଘନକୁ…
Read More...

ଏସିଡ ମାଡରେ ୫ଗୁରୁତର

(ଚିତ୍ତରଞ୍ଜନ ସାହୁ / ବରଗଡ) : ବରଗଡ଼ ପୌର ପରିଷଦ ଅଧୀନ ୧୧ ନଂ ଓ୍ବାର୍ଡ ନୂଆପଡ଼ାରେ ଶନିବାର ଏସିଡ ମାଡ଼ ହୋଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ହରିହର ଭୋଇ(୩୦), ମନୋଜ ସୋନି(୩୦), ପବନ ସୋନି, ଗୀତା ଦେବୀ(୪୦) ଏବଂ ପିଙ୍କୁ ଶର୍ମା(୩୬)।ପବନ ଏବଂ ମନୋଜ ଦୁଇଭାଇ ବୋଲି…
Read More...

ବାଲ୍ୟବିବାହ ମୁକ୍ତ ନିରାକରଣ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ

(ସୋନପୁର / ଓମ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ରେଆର ଦ୍ବାରା ଓ ଏସ୍ କେ ଏନ୍ ସହାୟତାରେ ସୋନପୁର ସହରରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା ସଭା ଗୃହ ଠାରେ ଜିଲ୍ଲା ସ୍ତରୀୟ ବାଲ୍ୟବିବାହ ନିରାକରଣ ବିଷୟରେ ଜିଲ୍ଲାର ଟେକ୍ନୋ ହାଉସ ମାଲିକ,…
Read More...

କାକଟପୁର ମଙ୍ଗଳା କଲେଜର ଛାତ୍ର ଓ ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ

(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା କାକଟପୁର ମଙ୍ଗଳା ମହାବିଦ୍ୟାଳୟରେ ଅଶାନ୍ତ ପରିବେଶ । କେତେବେଳେ ମଦୁଆଙ୍କ ରାଜତ କେତେବେଳେ ଅଣଛାତ୍ର ନିଶା ସେବନ କରି ପ୍ରବେଶ କରି ବିଭିନ୍ନ ସମୟରେ ଛାତ୍ରୀ ମାନଙ୍କୁ ଅସଦାଚରଣ କରିବା, ଗଣ୍ଡଗୋଳ କରିବା ଦେଖିବାକୁ ମିଳୁଛି ।ଅଣଛାତ୍ରଙ୍କ…
Read More...

ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ

J ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଚଳିତ ମାସ ୩୧ତାରିଖ ଓ ଜାନୁଆରୀ ୧ତାରିଖ ରେ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ବନ୍ଦ ରହିବ । ଚଳିତ ମାସ ୧୬ତାରିଖରୁ ଆସନ୍ତା ମକର ସଂକ୍ରାନ୍ତି ପର୍ୟ୍ୟନ୍ତ ପହିଲି ଭୋଗ ନୀତି ନିର୍ଘଣ୍ଟ ହୋଇଛି । ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି…
Read More...

ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍ଏଫ କ୍ୟାମ୍ପ

(ମାଲକାନଗିରି / ସୂର୍ଯ୍ୟକାନ୍ତ ବେହେରା) : ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବିଏସଏଫ ଡ଼ିଆଇଜି ସଞ୍ଜୟ…
Read More...

ପୋଲିସ ଗିରଫ ପ୍ରତିବାଦରେ  ଥାନା ଘେରାଉ

(ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ) : ପୋଲିସ ଦ୍ଵାରା ଦୁଇ ଯୁବକ ଗିରଫ ପ୍ରତିବାଦରେ ଥାନା ଘେରାଉ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତଫତେପୁର ଗ୍ରାମର ଦୁଇ ଯୁବକଙ୍କୁ କୁଜଙ୍ଗ ପୋଲିସ ଗତକାଲି ରାତିରେ ଗିରଫ କରି ଥାନାକୁ ଆଣିଥିଲେ।ଫଳରେ ଗିରଫ ପ୍ରତିବାଦରେ…
Read More...

ଶ୍ରୀମନ୍ଦିର ଭିତରେ କଳଙ୍କ

(ଜୟନ୍ତ କୁମାର ସେଠୀ / ଗୋପ) : ନାବାଳକକୁ ଯୌନ ନିର୍ଯାତନା । ପୁଣି ଶ୍ରୀମନ୍ଦିରରେ ଯୌନ ନିର୍ୟାତନା । ଆଉ ଏ ଅଭିଯୋଗ କେହି ବାହର ଲୋକ ନୁହେଁ ଜଣେ ସେବାୟତ ଅନ୍ୟଜଣେ ସେବାୟତଙ୍କ ନାଁରେ ଆଣିଛନ୍ତି । ଶ୍ରୀମନ୍ଦିର ଭିତରେ ଏପରି ଅଭିଯୋଗ ଲଜ୍ଜାଜନକ । ତେବେ ଏ ଘଟନା ନୂଆ ନୁହେଁ ଏଭଳି ଲଜ୍ଜାଜନକ…
Read More...