Browsing Tag

kajal sundaray

୨୨ଜିଲ୍ଲାରେ ୫୫ଟି ଅତ୍ୟାଧୁନିକ ବସ ଷ୍ଟାଣ୍ଡର ଶିଳାନ୍ୟାସ

(ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର) : ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ୨୨ଗୋଟି ଜିଲ୍ଲା ନିମନ୍ତେ ୫୫ ଟି ନୂତନ ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରିଛନ୍ତି କ୍ଷ ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲା…
Read More...

ଦ୍ୱିତୀୟ ଦିନରେ ପହଁଚିଲା  ଆନ୍ଦୋଳନ

(କଟକ / ଜଗନ୍ନାଥ ମହାନ୍ତି) : ଦ୍ୱିତୀୟ ଦିନରେ ପହଁଚିଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ନିଟ ପିଜି କାଉନ୍ସିଲିଂରେ ବିଳମ୍ବ ହେତୁ ଆନ୍ଦୋଳନ ଜାରି ରଖିଛନ୍ତି ଏସିବି ମେଡିକାଲ କଲେଜ ଡାକ୍ତରୀ ଛାତ୍ରଛାତ୍ରୀ । ଦିଲ୍ଲୀ ନିର୍ମାଣ ଭବନ ଆଗରେ ଆନ୍ଦୋଳନରତ ଶହଶହ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ…
Read More...

ବାଇକ ଧକ୍କାରେ ଦୁଇ ମୃତ୍ୟୁ

(ଜୟନ୍ତ କୁମାର ସେଠୀ / ଗୋପ) : କୋଣାର୍କ- କାକଟପୁର ରାସ୍ତାର ବଢେଇଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା। ଦୁଇ ବାଇକ ଆରୋହୀ ମୃତ । ସୂଚନା ମୁତାବକ ଏକ ବାଇକରେ କାକଟପୁର ନିଜ ଘରକୁ ଫେରୁଥିବା ଦୁଇ ବନ୍ଧୁଙ୍କ ଗାଡି ବଢେଇଛକ ବୁଲାଣିରେ ଭାରସାମ୍ୟ ହରାଇ ତ୍ରୀନାଥ ମଣ୍ଡପରେ ଧକ୍କା ହୋଇଥିଲା । ପାଖରେ…
Read More...

ବଦଳିଲା ଝିଅଙ୍କ ବିବାହ ବୟସ ସୀମା

(ଭୁବନେଶ୍ୱର) : ୨୧ ବର୍ଷ ପୂର୍ବରୁ ଝିଅଙ୍କୁ ବିବାହ ମନା । ସମସ୍ତଙ୍କ ପାଇଁ ଲାଗୁ ହେଲା ନିୟମ । ଏ ନେଇ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ । ନୀତି ଆୟୋଗଦ୍ବାରା ଗଠିତ ‘ଟାସ୍କ୍ ଫୋର୍ସ’ ମାତୃତ୍ବର ଉଚିତ ବୟସ, ମାତୃ ମୃତ୍ୟୁହାର ହ୍ରାସର ଜରୁରୀ, ପୋଷକତତ୍ତ୍ବ ସ୍ତରରେ ଉନ୍ନତି ଏବଂ ସେଭଳି…
Read More...

ଘରୋଇ କରଣ ନିଷ୍ପତ୍ତି ବିରୁଦ୍ଧରେ ବ୍ୟାଙ୍କ କର୍ମୀଙ୍କ ଆନ୍ଦୋଳନ

(ଭୁବନେଶ୍ୱର / ସ୍ୱରୁପା ମହାପାତ୍ର) : ଭାରତରେ ବ୍ୟାଙ୍କ ସେବାକୁ ଅଧିକ ପ୍ରସାରିତ କରି ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚ।ଇବା ସରକାରଙ୍କ ପ୍ରାଥମିକତା ହେବା ଉଚିତ। ମାତ୍ର ସରକାର ରାଷ୍ଟ୍ରାୟତ ବ୍ୟାଙ୍କ ଗୁଡିକରୁ ବିପୁଳ ପରିମାଣର ଋଣ ନେଇ ପରିଶୋଧ କରୁନଥିବା କର୍ପୋରେଟରଙ୍କ ହାତରେ…
Read More...

କେ.ବରିଡା ସ୍ଥିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଚାରା ରୋପଣ

(ହରପ୍ରସାଦ ବିଷୋଇ / ଗଞ୍ଜାମ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଦିନ ଚାରା ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟ ଦେବ ଜେନା ଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ…
Read More...

ଅଷ୍ଟମ ଫକୀର ମୋହନ ପଟ୍ଟନାୟକ ସୁରତା ଉତ୍ସଵ

(ଚିତରଞ୍ଜନ ସାହୁ / ବରଗଡ) : ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ଓଡିଶା ସରକାର ଓ ନୁପୁର କ୍ଲବ ବରପାଲିର ମିଳିତ ଆନୁକୂଲ୍ୟରେ ଅଷ୍ଟମ ଫକୀର ମୋହନ ପଟ୍ଟନାୟକ ସୁରତା ଉଚ୍ଛବ ବରଗଡ ନିର୍ବାଚନ ମଣ୍ଡଳୀ ଜଗବନ୍ଧୁ ଦାଶ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ…
Read More...

ଭୁବନେଶ୍ୱର-ନୟାଗଡ଼ ଟାଉନ୍ ମେମୁରେ ସିସିଟିଭି ସୁବିଧା

(ଭୁବନେଶ୍ୱର / ସ୍ୱରୁପା ମହାପାତ୍ର) : ସିସିଟିଭି ଏବଂ ଆଧୁନିକ ସୁବିଧାଗୁଡ଼ିକ ସହ ଆରମ୍ଭ ହେଲା ଭୁବନେଶ୍ୱର-ନୟାଗଡ଼ ଟାଉନ୍ ମେମୁ। ଟ୍ରେନ୍ ସମ୍ବନ୍ଧୀୟ ସୂଚନା ପାଇଁ ଜିପିଏସ୍ ଆଧାରିତ ପାସେଞ୍ଜର ଇନଫରମେସନ୍ ସିଷ୍ଟମ୍ ଏବଂ ପାସେଞ୍ଜର ଆଡ୍ରେସ ସିଷ୍ଟମ୍ ଭିତର ପ୍ୟାନେଲ ଗୁଡିକ ମଧ୍ୟ…
Read More...

ଭାଙ୍ଗ ଭର୍ତ୍ତି ଗାଡି ଜବତ , ଜଣେ ଗିରଫ

(ରଜନୀକାନ୍ତ ପାତ୍ର / ହିଞ୍ଜିଳି) : ଭାଙ୍ଗ ଭର୍ତ୍ତି ଏକ କାରକୁ ଜବତ କରିଛୀ ପୁଲିସ । ଫୁଲବାଣୀରୁ ଭାୟା ଭଞ୍ଜନଗର ବେଲଗୁଣ୍ଠା ଦେଇ ନୟାଗଡା ଅଭିମୁଖେ ଯାଉଥିଲା ଏହି ଭାଙ୍ଗ ଭର୍ତ୍ତୀ ଗାଡିଟି । ସେହି ସମୟରେ ବେଲଗୁଣ୍ଠା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ହେବାରୁ ଗାଡିକୁ…
Read More...

ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଦ୍ଵାଦଶ ବାର୍ଷିକ ଅଧିବେଶନ

(ଜୟନ୍ତ କୁମାର ସେଠୀ / ଗୋପ) : ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦ୍ଵାଦଶ ବାର୍ଷିକ ଅଧିବେଶନ ଓ ସମ୍ମାନ ସମାରୋହ କାର୍ୟ୍ୟକ୍ରମ ହୋଟେଲ ହଲିଡେ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସମ୍ମାନିତ ହେଉଛନ୍ତି ସୋଆ ବିଶ୍ଵବିଦ୍ୟାଳୟର କୁଳପତି ଓଡ଼ିଶାର ବିଶିଷ୍ଟ ଡାକ୍ତର…
Read More...