Browsing Tag

kajal sundaray

କଇଁ ଫୁଲ ତୋଳିବାକୁ ଯାଇ ଚାଲିଗଲା ଜୀବନ

(ଯାଜପୁର) : କଇଁ ଫୁଲ ତୋଳିବାକୁ ଯାଇ ଚାଲିଗଲା ଦୁଇ ବାଳକଙ୍କ ଜୀବନ । ଏଭଳି ଏକ ଦଃୁଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ମୃତ ଦୁଇ ବାଳକ ହେଲେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ତରପଦା ପଞ୍ଚାୟତ ଗୋପକୂଳ ଗ୍ରାମର କୁନି ଜେନାଙ୍କ ୧୪ ବର୍ଷ ବୟସ୍କ ପୁଅ ବିଭୁତି ଜେନା ଓ ଉମା ଜେନାଙ୍କ ୧୭ ବର୍ଷ…
Read More...

ଭୀମଭୋଇ ମେଡିକାଲ ଛାତ୍ରିଙ୍କ ଘରୁ ଚୋରୀ

(ବଲାଙ୍ଗୀର) ; ବହୁ ଚର୍ଚ୍ଚିତ ଭିମଭୋଇ ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀଙ୍କ ଘରୁ ଚୋରୀ ହୋଇଥିବା ଅଭିଯୋଗ । ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ମୃତ ନିରୁପମାଙ୍କ ଘରେ ଗୋଟେ ପରେ ଗୋଟେ ଦଃୁଖ ମାଡି ଆସୁଛି । ନିରୁପମାଙ୍କ ସନ୍ଦେହ ଜନକ ମୃତ୍ୟୁରୁ ପରଦା ନ ଉଠୁଣୁ ଘରେ କଳା କନା ବୁଲାଇଲେ ଚୋର ।…
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଉତ୍ତର ଭୁବନେଶ୍ୱରରେ ରକ୍ତଦାନ ଶିବିର

(ରିପୋଟର୍ସ ଟୁଡେ) ; ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ସାଢେ଼ ଚାରି କୋଟି ଜନତାଙ୍କ ପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ୭୬ତମ ଜନ୍ମ ଦିବସ ପାଳନ ଅବସରରେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ୱାର୍ଡ ନମ୍ବର-୧୦ ଅନ୍ତର୍ଗତ ପାରାଡାଇଜ ମଣ୍ଡପରେ ପୂର୍ବତନ କର୍ପୋରେଟର ପ୍ରଣତି ନାୟକ ଓ…
Read More...

ସ୍ୱାମୀ ସମ୍ନାରେ ନଦୀକୁ ଡେଇଁଲା ସ୍ତ୍ରୀ

(ଲମତାପାଟ) ; ସ୍ୱାମୀ ସ୍ତ୍ରୀ ଭିତର ଝଗଡା ନେଲା ଉଗ୍ର ରୂପ । ସ୍ୱାମୀ ସାମ୍ନାରେ ନଦୀକୁ ଡେଇଁଲା ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଚମ୍ପାପୁଟ ପୋଲ ନିକଟ ଜଲାପୁଟ ଜଳଭଣ୍ଡାରରେ । କୁକୁଡାପକ୍ଷୀ ଗାଁର ପଦ୍ମାଖରା ଓ ତାଙ୍କ ସ୍ୱାମୀ ପୂର୍ଣ୍ଣ ଖରା ଦଶହରା ପୂଜା ସାରି ପୂଜାରିଗୁଡ଼ ଘରକୁ…
Read More...

୨ କେଜି ନକଲି ସୁନା ଚେନ ଜବତ

(ଭୁବନେଶ୍ୱର) ; ଶସ୍ତାରୁ ହିନସ୍ତା । କମ ଟଙ୍କାର ଲୋଭ ଦେଖାଇ ନକଲି ସୁନାକୁ ଅସଲି କହି ବିକୁଥିଲେ ୨ ଠକ । ରାଜଧାନୀରୁ ଜବତ ହେଲା ୨କେଜି ନକଲି ସୁନା ଚେନ। ଅସଲି କହି ନକଲି ଜିନିଷ ଧରାଇ ଦେଉଥିଲେ । ସହିଦନଗର ଥାନା ପୋଲିସ ଏହି ନକଲି ସୁନାକୁ ଜବତ କରିବା ସହ ୨ ଠକକୁ ଗିରଫ କରିଛି । ସେମାନଙ୍କ…
Read More...

ଭୁବନେଶ୍ୱରରୁ ଗୋଆ, ଜୟପୁର କୁ ବିମାନ

(ଭୁବନେଶ୍ୱର) : ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ନଭେମ୍ବର ୨ ତାରିଖରୁ ଭୁବନେଶ୍ୱରରୁ ରାଜସ୍ଥାନରୁ ଜୟପୁରକୁ ଆରମ୍ଭ ହେବ ବିମାନ ସେବା । ଏହି ସେବା ସପ୍ତାହକୁ ତିନିଦିନ ମିଳିବ । ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ କୁ ସିଧା ସଳଖ ଉଡ଼ିବ ବିମାନ…
Read More...

ବଢିଲା ବସ ଭଡା

(ରିପୋଟର୍ସ ଟୁଡେ) ; ରାଜ୍ୟରେ ବର୍ଦ୍ଧିତ ଦର ରାଜ୍ୟବାସୀଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତୈଳ ଦର ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ବଢିଲା ବସ ଭଡା । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା…
Read More...

ମନୀଷ ମୃତ୍ୟୁ ମାମଲାର ପରଦା ଉଠାଇଲା କମିଶନରେଟ ପୁଲିସ

(ଭୁବନେଶ୍ୱର) ; ବୀଲ ପେମେଣ୍ଟକୁ ନେଇ ମନୀଷଙ୍କୁ ହତ୍ୟା । ବହୁ ଚର୍ଚ୍ଚିତ ମନୀଷ ହତ୍ୟା ମାମଲାରେ ଉଠିଲା ପରଦା । କମିଶନରେଟ ପୁଲିସ ଘଟଣାରୁ ପରଦା ଉଠାଇଛି । ଘଟଣା ଦିନ ସନ୍ଧ୍ୟା ୫ଟା ୩୦ ବେଳେ ମନୀଷ ତିନିଜଣ ସାଙ୍ଗଙ୍କ ସହ ଲକ୍ଷ୍ମୀସାଗର ଯାଇଥିଲେ । ପରେ ଭୋରରୁ ଦୀନେଶ, ମୃତ୍ୟୁଞ୍ଜୟ ଓ…
Read More...

ଅଟୋ ଚାଳକଙ୍କ ମାନବିକତା

(ଜଗନ୍ନାଥ ମହାନ୍ତି/ କଟକ) ; କଟକ ବାଦାମ ବାଡ଼ି ଅଞ୍ଚଳରେ ଜଣେ ଅଟୋ ଚାଳକଙ୍କ ମହାନତା ଦେଖିବାକୁ ମିଳିଛି। କଟକ ମୁଣ୍ଡୁଳି ଅଞ୍ଚଳର ଦୀପାନଶୁ ଶେଖର ବାରିକ ନାମକ ଜଣେ ବ୍ୟକ୍ତି ଏସ କେ ଲିୟକତଙ୍କ ଅଟୋରେ ବସି ଯାଇଥିବା ବେଳେ ଦୀପାନଶୁ ଅନ୍ୟମନସ୍କ ହୋଇ ତାଙ୍କର ବ୍ୟାଗଟିକୁ ଅଟୋରେ ଛାଡ଼ିଦେଇଥିଲ।…
Read More...

ଛେଳି ଉପରେ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ

(ଜୟନ୍ତ କୁମାର ସେଠୀ / ଗୋପ) ; ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧିନ ପାଟସୁନ୍ଦରପୁର ଗାଁରେ ଅଭାବନୀୟ ଘଟଣା । ଛେଳି ଉପରେ ଗାଡି ମାଡି ଯିବାକୁ କେନ୍ଦ୍ର କରି ଛୁରାମାଡ। ଘଟଣା ସ୍ଥଳରେ ଛେଳି ଜଗୁଆଳିର ମୃତ୍ୟୁ । ଘଟଣାରୁ ଜଣାପଡିଛି ଯେ ଅକ୍ଷୟ ଦାସ ନାମକ ଜଣେ ଛେଳି ଜଗୁଆଳି ରାସ୍ତାରେ ଛେଳି…
Read More...