ମୋ ସ୍କୁଲ ଅଭିଯାନରେ ୩୨.୧୭ଲକ୍ଷ ଟଙ୍କା ପ୍ରଦାନ
(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ବିଭିନ୍ନ ସ୍କୁଲରୁ ମଙ୍ଗଳବାର ମୋ ସ୍କୁଲ ଯୋଜନାରୁ ମୋଟ ୩୨ଲକ୍ଷ ୧୭ହଜାର ୨ଶହ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ବିଇଓ ଶାନ୍ତନୁ କୁମ୍ଭକାର ଅଧ୍ୟକ୍ଷତା କରିଥିଲେ।…
Read More...
Read More...