Browsing Tag

kajal sundaray

ଫୋନପେ ରେ ଟ୍ରାଞ୍ଜାକ୍ସନ ପାଇଁ ଲାଗିବ ଚାର୍ଜ

(ନୂଆଦିଲ୍ଲୀ) : ଆଜିକାଲି ଡିଜିଟାଲ ପଇସା ଟ୍ରାଞ୍ଜାକ୍ସନ ବହୁ ମାତ୍ରାର ଆଦୃତ । ଆଉ ଏହି ଟ୍ରାଞ୍ଜଜାକ୍ସନ ଏତେ ସହଜ ଯେ ଆଜିକାଲି କେହି ପଇସା ରଖିବାକୁ ପସନ୍ଦ କରୁନାହନ୍ତି । ତେବେ ଏହି ଟ୍ରାଞ୍ଜାକ୍ସନକୁ ନେଇ ଆସିଛି ଏକ ଗୁରୁତ୍ୱ ପୁର୍ଣ୍ଣ ଖବର । ଆପଣ ମାନେ ଜାଣିଥିବେ ଫୋନପେ ଆପ୍ ବିଷୟରେ ।…
Read More...

ରାଧେ ଘରୁ ମିଳିଥିବା ବ୍ୟାଟି ମମିତାଙ୍କର ନୁହେଁ

(କଳାହାଣ୍ଡି) : ମମିତା ହତ୍ୟା କାଣ୍ଡରେ ସଂପୃକ୍ତ ଅଭିଯୁକ୍ତ ରାଧେ ଘରୁ ମିଳିଥିବା ବ୍ୟଗଟି ମମିତା ଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ଆଜି ସମସ୍ତ ସନ୍ଦେହରେ ପୁର୍ଣ୍ଣ ଛେଦ ପକାଇଛି କେ ଗାଁ ପୁଲିସ । ରାଧେର ସ୍ତ୍ରୀ ପୁଲିସ କୁ ହସ୍ତାନ୍ତର କରିଥିବା ବ୍ୟାଗଟି ମମିତା ମେହେରଙ୍କ ନୁହେ…
Read More...

ସରକାରଙ୍କ ଠୀକା କର୍ମଚାରୀଙ୍କ  ସ୍ଥାୟୀ  ନିଯୁକ୍ତି ଦାବୀ

(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା ଅଙ୍ଗନାବାଡ଼ି ସୁପର ଭାଇଜର ତଥା ପରିଦର୍ଶିକା ଭାବେ କାର୍ୟ୍ୟ କରୁଥିବା କର୍ମଚାରୀ ମାନେ ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟଳୟ ଆଗରେ ପ୍ରତିବାଦ ସଭା କରିଛନ୍ତି। ସରକାର ଠିକା କର୍ମଚାରୀ ଙ୍କୁ ନିୟମିତ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରିବା…
Read More...

ଗଞ୍ଜାମ ପୋଲିସର ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ

(ହିଂଜିଳି / ରଜନୀ କାନ୍ତ ପାତ୍ର) : ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ୍ ପକ୍ଷରୁ ସ୍ଥାନୀୟ ଗଞ୍ଜାମ ଏସପିଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ୱତନ୍ତ୍ର ଅପରାଧ ସମୀକ୍ଷା ବୈଠକ ଶୁକ୍ରୁବାର ଗଞ୍ଜାମ ଏସପି ବ୍ରିଜେସ କୁମାର ରଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ସିପିଆଇ ର ଦାବି ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର

(ଜୟନ୍ତ କୁମାର ସେଠୀ / ଗୋପ) : ମମିତା ମେହେରଙ୍କ ହତ୍ୟାକୁ ନେଇ ତେଜିଛି ରଜନିତି । ଏହି ହଥୟା ଘଟନାରେ ମୁଖୟ ଅବିଯୁକ୍ତ ଗିରଫ ହୋସାରିଥିବା ବେଳେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ଅନ୍ୟ କେତେକ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇଛି । ତୁରନ୍ତ ଦିବ୍ୟ ଶଙ୍କର…
Read More...

କାଶ୍ମୀରରେ ପ୍ରବଳ ବର୍ଷା ସହ ତୁଷାର ପାତ

(ଶ୍ରୀନଗର) : ଜମ୍ମୁ କାଶ୍ମିରିରେ ଗତ କାଲିଠାରୁ ପ୍ରବଳ ବର୍ଷା ହେବା ସହ ଉପର ଇଲାକାରେ ବରଫ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ଏ ନେଇ ପାଣିପାଗ ବିଭାଗ ଶନିବାର ଏବଂ ରବିବାର ସତର୍କ ସୂଚନା ଦେଇ ସାରିଛନ୍ତି । ଦକ୍ଷୀଣ କାଶ୍ମିରିର କିଛି ଜାଗାରେ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଅନ୍ୟପଟେ…
Read More...

ବହୁ ପରିମାଣର କଫସିରପ ଓ ବ୍ରାଉନ ସୁଗାର ଜବତ

(ଖୋର୍ଦ୍ଧା) : ଆଜି କାଲି ଯୁବଗୋଷ୍ଠିଙ୍କ ମଧ୍ୟରେ ନିଶା କାରବାର ମାତ୍ରାଧିକରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଏହି ନିଶା ବ୍ୟବସାୟରେ ଅଙ୍କୁଶ ଲଗାଇବାକୁ ଅବକାରୀ ବିଭାଗ ବିଭିନ୍ନ ଜାଗାରେ ଚଢାଉ ଜାରି ରଖିଛି । ସେମିତି ଆଉ ଏକ ଖବର ସାମ୍ନକୁ ଆସିଛି । ବିଶ୍ବସ୍ତ ସୂତ୍ରରୁ ଖବର ପାଇ…
Read More...

ନିଶା ବେପାରୀ ଘରେ ଚଢାଉ, ବିପୁଳ ପରିମାଣରେ ସୁନା,ଟଙ୍କା ଓ ଗଞ୍ଜେଇ ଜବତ

(ଖଲ୍ଲିକୋଟ) : ରାଜ୍ୟରେ ନିଶା କାରବାର ବଢିବାରେ ଲାଗିଛି ଯାହା ଫଳରେ ବହୁ ଅପରାଧିକ ମାମଲା ମଧ୍ୟ ସାମ୍ନାକୁ ଆସିଛି । ଏହାକୁ ଆଖି ଆଗରେ ରଖି ପୁଲିସ ଏବେ ସଜାଗ । ପୁଲିସର ନଜର ଏବେ ନିଶା ବେପାରିଙ୍କ ଉପରେ । ଖଲ୍ଲିକୋଟ ପୁଲିସକୁ ମିଳିଛି ଏକ ବଡ ସଫଳତା । ଏକ ନିଶା ବେପାରି ଘରେ ଚଢାଉ କରିଛି…
Read More...

ଭୁସୁଡିଲା ମନ୍ଦିର ଛାତ

(ବଲାଙ୍ଗୀର) : ସମଲେଶ୍ୱରୀ ମନ୍ଦୀରରେ ବଡ ଅଘଟଣ । ଭୁସୁଡିଲା ମନ୍ଦିର ଛାତ । ସନ୍ଧ୍ୟା ଆଳତି ପୂର୍ବରୁ ଘଟିଛି ଏହି ଅଘଟଣ । ସେଥି ପାଇଁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭକ୍ତ ଏବଂ ସେବାୟତ । ବହୁ ପୁରାତନ ମନ୍ଦିର ହୋଇଥିବାରୁ ଏହାର ଛାତ ଦୁର୍ବଳ ଥିବା ନେଇ ଅଭିଯୋଗ ହୋଇଥିଲା । ତଥାପି ମରାମତି…
Read More...

ଗୋବିନ୍ଦ ବଖାଣିଲା ସେହି କାଳ ରାତ୍ରିର କଥା

(କଳାହାଣ୍ଡୀ) : ମମିତା ମେହେରଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବାରେ ଲାଗିଛି । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହେଯାଗୀ ରାଧେକୁ ଗିରଫ କରିସାରିଲାଣି ପୁଲିସ । ଏହି ଦୁଇ ଅଭୁଯୁକ୍ତକୁ ୪ ଦିନିଆ ରିମାଣ୍ଡରେ ନେଇ ଆହୁରୀ ଖୋଳ ତାଡ କରୁଛି ପୁଲିସ । ଶୁକ୍ରବାର ଭୋର ୪ ଟା ୧୦ ମିନିଟରେ…
Read More...