ଅନୁଗୁଳରେ ପ୍ରବେଶ ହେଲା ଓମିକ୍ରନ୍
(ଅନୁଗୁଳ/ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲାକୁ ପ୍ରବେଶ କରିଛି ଓମିକ୍ରନ୍। ଜିଲ୍ଲାରେ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହବା ପରେ ପ୍ରଶାସନ ସଜାଗ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେବା ପରେ ଅନୁଗୁଳ ପ୍ରଶାସନିକ ଅଧିକାରୀ କଟକଣା ଉପରେ ସବୁଠି ନଜର…
Read More...
Read More...