Browsing Tag

kajal sundaray

ଶିକାର ପାଇଁ ଲଗାଯାଇଥିବା ବିଦ୍ୟୁତ ତାରରେ ଯୁବକ ମୃତ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବାରହା ମାରିବା ଉଦ୍ଦେଶ୍ୟରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ପାମଗେଟା ଗ୍ରାମରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ କିଛି…
Read More...

ପଦ୍ମଶ୍ରୀ ପାଇଲେ କଙ୍ଗନା ରାନାୱତ ଓ ଅଦନାନ ସାମୀ

(ନୁଆଦିଲ୍ଲୀ) : ୨୦୨୦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ପୁରଷ୍କାର ଦିଆଯାଇଛି । ତେବେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରାନାୱତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ…
Read More...

ମାଳ ତେନ୍ତୁଳିଆରେ ବିଜେଡିର ମିଶ୍ରଣ ପର୍ବ

(ହିଂଜିଳି କାଟୁ  / ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ଗ୍ରାମରେ ନଭେମ୍ବର ୦୭ ତାରିଖ ଦିନ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମାଳ ତେନ୍ତୁଳିଆ ଗ୍ରାମର ପ୍ରାୟ ୫୦ ବିଜେପି ପରିବାର ପାର୍ଟି ତ୍ୟାଗ କରି ପୋଲସରା ବିଧାୟକ ଶ୍ରୀକାନ୍ତ…
Read More...

୯୪ ବର୍ଷରେ ପଦାର୍ପଣ କଲେ ଆଡଭାନୀ

(ନୂଆଦିଲ୍ଲୀ) : ଆଜି ଲାଲ କୃଷ୍ଣ ଆଡଭାନୀଙ୍କ ଜନ୍ମଦିନ । ୯୪ ବର୍ଷରେ ପଦାର୍ପଣ କଲେ ଭାରତୀୟ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଲାଲ କିଷ୍ଣ ଆଡଭାନୀ । ଏ ନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ତାଙ୍କୁ ଅଭିନନ୍ଦନ…
Read More...

କଅଁଳ ଶିଶୁଟିର ଭୁଲ କଣ , ତାକୁ ଏତେ ବଡ ଦଣ୍ଡ କଣ ପାଇଁ ?

(କଳାହାଣ୍ଡି) : ମା...ମା ଡାକି କାନ୍ଦୁଥିଲା ଦୁଇ ବର୍ଷର ଛୁଆଟି । କିନ୍ତୁ ଉଠୁନି ମା । କଅଁଳ ଶିଶୁଟି ବୁଝିପାରୁନି ଆଉ ତା ମା ଫେରିବନି କାରଣ ତା ମା ଫେରିଯାଇଛି ଅଫେରା ରାଇଜକୁ । ମାର ଝୁଲନ୍ତା ଶବ ପାଖରେ ରହି ମା ର ହାତକୁ ଜାବୁଡି ଧରିଛି ୨ ବର୍ଷର ଶିଶୁ ପୁତ୍ରଟି । ଭାବୁଛି ମା ତାକୁ…
Read More...

ଗଛରେ ପିଟି ହୋଇଗଲା ବାଇକ , ଚାଲିଗଲା ଜୀବନ

(ବୌଦ୍ଧ) : ଭାରସ୍ୟାମ ହରାଇ ଗଛରେ ପିଟିଲେ ବାଇକ , ଚାଲିଗଲା ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ବ୍ଲକ ମୁଣ୍ଡାପଡା ପଞ୍ଚୟତ ଅନ୍ତର୍ଗତ କମିରା ରାସ୍ତାରେ । ସୁଚନା ଅନୁଯାୟୀ ମୃତ ଯୁବକ ଜଣକ ହେଲେ କମିରା ଗ୍ରାମର ମୁନା ନାଏକ । ଆଜି ଅପରାହ୍ନ ସମୟରେ ମୁନା ଖମାରିପଡା…
Read More...

କମିଲା ବସ୍ ଭଡା

(ଭୁବନେଶ୍ୱର) : ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । କମିଲା ବସ ଭଡା । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ ଭଡା । ଦୀର୍ଘ ଦିନ ଧରି ତୈଳ ଦର ବୃଦ୍ଧି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ତେବେ ସାଧାରଣ ବସ୍ କିମି ପାଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି ।…
Read More...

କୋଭିଡ ହସ୍ପଟିଲାରେ ଅଗ୍ନିକାଣ୍ଡ

(ନୂଆଦିଲ୍ଲୀ) : କୋଭିଡ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ଅହମଦନଗରରେ ଥିବା ସଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୧୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ଏ ନେଇ ଅହମଦନଗରର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଏହି ଘଟଣା…
Read More...

ତରଭାରେ ନିର୍ବାଚିତ ଜନ ପ୍ରତିନିଧି ସଶକ୍ତିକରଣ କାର୍ୟ୍ୟକ୍ରମ

(ଓମ ପ୍ରକାଶ ମିଶ୍ର / ସୋନପୁର) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ଦି ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ତରଫରୁ ପଞ୍ଚାୟତ ନିର୍ବାଚନରେ ମହିଳା ସଶକ୍ତିକରଣ ଶ୍ରୀର୍ଷକ ଏକ ବ୍ଲକ ସ୍ତରୀୟ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଷେତ୍ର ସଂଯୋଜକ ଗୁଣନିଧି ମାଝୀ ସ୍ବାଗତ…
Read More...

ଆନ୍ତର୍ଜାତିକ ସୁନାମି ସଚେତନତା ଦିବସ ପାଳିତ

(ଜୟନ୍ତ କୁମାର ସେଠି / ଗୋପ) : ଆନ୍ତର୍ଜାତିକ ସୁନାମି ସଚେତନତା ଦିବସ ଅବସରରେ ଜିଲ୍ଲାର ପୁରୀ ପୌର ସଂସ୍ଥା ଓ ୫ଟି ବ୍ଲକ ସମେତ ୧୯ଟି ସ୍ଥାନରେ ସକାଳ ସାଢେ ୯ ଘଟିକା ସମୟରେ ଏକ ସଙ୍ଗରେ ମକଡ୍ରିଲ ଅନୁଷ୍ଠିତ ହୋଇଛି । ହାଇଦ୍ରାବାଦ ସ୍ଥିତ ଇଣ୍ତିଆନ ନ୍ୟାସନ୍ୟାଲ ସେଣ୍ଟର ଫର ଓସେନ ଇନଫରମେସନ…
Read More...