Browsing Tag

kajal sundaray

ପୁଅ ସାଜିଲା ବାପାର ହତ୍ୟା କାରୀ

(ପାଟଣାଗଡ) : ନିଜ ବାପାକୁ ହତ୍ୟା କଲା ସୈତାନ ପୁଅ । ପୁଅର କୋଦାଳ ଚୋଟରେ ବାପାର ମୃତ୍ୟୁ । ଏଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡର ବେଳପଡା ଥାନା ଅନ୍ତଗର୍ତ ଘାର୍ଗୁଲି ଗାଁରେ । ଅନ୍ୟପଟେ ଅଭୀଯୁକ୍ତ ପୁଅକୁ ଗିରଫ କରିଛି ପୁଲିସ । ସୂଚନାରୁ…
Read More...

ଆସନ୍ତାକାଲି ୧୨ଘଣ୍ଟିଆ ସୋନପୁର ବନ୍ଦ

(ଓମ ପ୍ରକାଶ ମିଶ୍ର / ସୋନପୁର) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ନ୍ୟାୟ ଦାବି ଓ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ବାନରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ସକାଳ ୬ଘଣ୍ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ…
Read More...

ସ୍ମାର୍ଟ ଶ୍ରେଣୀ ଗୃହ ପରିଦର୍ଶନ ଓ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ଗଞ୍ଜାମ ଜିଲ୍ଲା ପାଳ

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳିକାଟୁ ଗସ୍ତରେ ଆସି ନିର୍ମାଣଧିନ ଥିବା ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ୟ୍ୟାଳୟରେ ପହଞ୍ଚି କେଉଁ ସବୁ ଉନ୍ନୟନ…
Read More...

ରାଜପଥ ପାଲଟିଛି ମରଣଯନ୍ତା

(ହିଂଜିଳି କାଟୁ / ରଜନୀ କାନ୍ତ ପାତ୍ର) : ରାଜପଥ ପ।।ଲଟିଛି ମରଣ ଯନ୍ତା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ସହର ଉପକଣ୍ଠ ତଥା ୫୯ ନଂ ଜାତୀୟ ରାଜପଥ ସଂଲଗ୍ନ ହିଞ୍ଜିଳି ଥାନାର ଖଣ୍ଡରା ଛକ ଅଞ୍ଚଳରେ ଏଭଳି ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।ଶେରଗଡ଼ ତହସିଲ ଅଞ୍ଚଳର ସନ୍ତୋଷପୁର ବାଲି ସୈରାତରୁ…
Read More...

୨୪ରେ ହକି ଜୁନିଅର ବିଶ୍ୱକପ୍

(ଭୁବନେଶ୍ୱର) : ୨୪ ତାରିଖରେ ଶୁଭାରମ୍ଭ ହେବ ଜୁନିଅର ହକି ବିଶ୍ୱକପ । ଏହା କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବା ନେଇ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ଆସନ୍ତା ୨୪ ତାରିଖରେ ଏହାର ଶୁଭାରମ୍ଭ ହେବ। ଏହି ବିଶ୍ୱକପରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ।…
Read More...

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ

(ଭଦ୍ରକ) : ଦିନକୁ ଦିନ ସକ୍ରିୟ ହେଲେଣି ଗଞ୍ଜେଇ ମାଫିଆ  । ଧିରେ ଧିରେ ତାଙ୍କର ସାମ୍ରାଜ୍ୟ ବୃଦ୍ଧି ପାଇବାରେ ଲାଗୁଛି  । ଆଉ ଏହି ମାଫିଆ ନାକେଦମ କଲାଣୀ ପୁଲିସ ବିଭାଗକୁ  । ସବୁଦିନ କେଉଁଠିନା କେଉଁଠି ଜବତ ହେଉଛି ଗଞ୍ଜେଇ  । ଗଞ୍ଜେଇ ମାଫିଆ ମାନେ ଅଭିନବ ଉପାୟରେ କରୁଛନ୍ତି ଚାଲାଣ  ।…
Read More...

ଆକାଶ ପାଠକଙ୍କୁ ଜେରା କରିବେ ଇଡି

(ଭୁବନେଶ୍ୱର) : ଟାଟାରେ ଚାକିରୀ କରେଇଦେବା ନାଁରେ ଠକେଇ କରିଥିଲେ ଆକାଶ ପାଠକ । ଯାହାକୁ ନେଇ ଆଜି ଝାରପଡା ଜେଲରେ ଇଡିର ୩ ଜଣିଆ ଟିମ ଜେରା କରିବେ । ଏନେଇ ଜିଲ୍ଲା ଦୌରାଜଜ ସୂଚନା ଦେଇଛନ୍ତି । ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ…
Read More...

ସ୍ତ୍ରୀକୁ ମାରି କୂଅରେ ଫିଙ୍ଗିଦେଲା ସ୍ୱାମୀ

(ବାରିପଦା) : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃସଂଶ ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରେ । ସୂଚନା ଅନୁଯାୟୀ ଆଜି ଏକ ପରିତ୍ୟକ୍ତ କୂଅରୁ ଦୁର୍ଗନ୍ଧ ବାହାରୁଥିବା ଜାନିବାକୁ ପାଇଲେ ସ୍ଥାନୀୟ ଲୋକେ । ପାଖକୁ ଯାଇ…
Read More...

କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଯୁବକ ଗିରଫ

(ମୁମ୍ବାଇ) : କିଛି ଦିନ ପୂର୍ବରୁ ବିରାଟ କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦିଆଯାଇଥିଲା । ଆଉ ଆଜି ଧମକ ଦେଇଥିବା ଯୁବକ ପୁୁଲିସର ହାତ କଡିରେ ।ସୂଚନା ଅନୁଯାୟୀ ଟି ୨୦ ଭାରତ ପାକିସ୍ଥାନ ଭିତରେ ଚାଲିଥିବା ବିଶ୍ୱକପରେ ଭାରତ ହାରିବା ପରେ ଏହି ଧମକ ଆସିଥିଲା ଟ୍ୱିଟରରେ । ଯେ କି ଜଣେ ଅଜଣା…
Read More...

ପୋଡି ହୋଇଯାଇଥିବା ବାଳକର ଜୀବନ ବଞ୍ଚାଲେ ସମ୍ ଡାକ୍ତର

(ଭୁବନେଶ୍ୱର) : ପୋଡି ହୋଇଯାଇଥିବା ୭ବର୍ଷର ବାଳକର ଜୀବନ ବଞ୍ଚାଇଲେ ସମ୍ ଡାକ୍ତର । ମାସତଳେ ବାଣ ଫୁଟାଇବା ବେଳେ ନିଆଁରେ ଏକ ତୃତିୟାଂଶ ପୋଡି ହୋଇଯାଇଥିଲା ୭ ବର୍ଷର ପିଲାଟି । ତେବେ ତାକୁ ସଙ୍ଗେ ସଙ୍ଗେ ତାକୁ ମଧ୍ୟ ରାତ୍ରିରେ ସମ୍ ହସ୍ପଟିଲାକୁ ଅଣାଯାଇଥିଲା । ଡାକ୍ତର ତାର ପ୍ରଥମେ ଶରୀରରେ…
Read More...