ସାଉଥ୍ ଅଭିନେତା-ନିର୍ଦ୍ଦେଶକ କେ. ଭାଗ୍ୟରାଜଙ୍କର ପରଲୋକ
ପ୍ରବୀଣ ତାମିଲ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ଏବଂ ଚିତ୍ରନାଟ୍ୟ ଲେଖକ କେ. ଭାଗ୍ୟରାଜଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କର ବୟସ ୭୩ ବର୍ଷ ଥିଲା। ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଏହି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶେଷ ନିଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ସୂତ୍ରରୁ ସ୍ପଷ୍ଟ…
Read More...
Read More...