ଅନୁଗୁଳକୁ ଲେଉଟିଲା କରୋନା
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା। ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ ୧୨ ତାରିଖରେ ମାତ୍ର ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ୨୨ ଜୁନରେ ଏହି ସଂଖ୍ୟା ୨ ରେ ପହଞ୍ଚିଥିଲା ବେଳେ ଗତ ଜୁଲାଇ ୨ ତାରିଖରେ ଜିଲ୍ଲାରେ…
Read More...
Read More...