ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ ଇଡିର ଚଢାଉ
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ଜଙ୍ଗଲ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ଘରେ ଇଡିର ଚଢାଉ । ଆଜି ତାଙ୍କ କୋଲକାତାସ୍ଥିତ ବାସଭବନରେ ଚଢାଉ କରିଛି ଇଡି । ପଶ୍ଚିମବଙ୍ଗ ରାସନ ବଣ୍ଟନ ଦୁର୍ନୀତି ମାମଲାରେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକଙ୍କ ନାମ ସାମ୍ନାକୁ ଆସିଥିବା କୁହାଯାଉଛି । ତେବେ ଏହି ଦୁର୍ନୀତି…
Read More...
Read More...