Browsing Tag

jyoti

ଉକ୍ତଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି: ହିତାଧିକାରୀଙ୍କୁ ମିଳିବ ଆଉ ୬ ମାସ ମାଗଣା ଚାଉଳ

ଭୁବନେଶ୍ୱର: ଉକ୍ତଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି । ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ । ଏହା ଫଳରେ ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ହିତାଧିକାରୀଙ୍କୁ…
Read More...

ଗୋଆରେ ମୁଖ୍ୟମନ୍ତ୍ରୀ ଭାବେ ସାୱନ୍ତଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ, ଶପଥ ନେଲେ ୮ ମନ୍ତ୍ରୀ

ପାଣାଜି: ପ୍ରମୋଦ ସାୱନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗୋଆର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ବଡ଼ ନେତା ଅତିଥି ଭାବେ ଯୋଗ ଦେଇଥିଲେ। ଷ୍ଟାଡିୟମରେ…
Read More...

ବ୍ରହ୍ମପୁରରେ ବାଜିଲା ବିଜେଡିର ଶୁଭ ଶଙ୍ଖ: ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ

ବ୍ରହ୍ମପୁର: ବ୍ରହ୍ମପୁରରେ ବିଜେଡିର ବଡ଼ ବିଜୟ। ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ । ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ନିଜର ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ୨୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ୨୦ହଜାର ୨୬୩ ଭୋଟ୍ ବ୍ୟବଧାନରେ ସଂଘମିତ୍ରା ଦଳେଇ ବିଜୟ ମୁକୁଟ ପିନ୍ଧିଛନ୍ତି…
Read More...

ଆର୍ଥ ଆୱାର ୨୦୨୨: ଭବିଷ୍ୟତ ଉଜ୍ଵଳ କରିବ ୬୦ ମିନିଟ୍ ଅନ୍ଧକାର

ନୂଆଦିଲ୍ଲୀ: ଏକ ଛୋଟ ପଦକ୍ଷେପ କିପରି ବଡ ପରିବର୍ତ୍ତନ ଆଣିପାରେ ତାହାର ଏକ ଉଦାହରଣ ହେଉଛି ଆର୍ଥ ଆୱାର | ଆଜି ବିଶ୍ଵର ୧୯୦ ରୁ ଅଧିକ ଦେଶ ଅନ୍ଧକାରରେ ୬୦ ମିନିଟ୍ ବିତାଇବେ, ଯାହାଫଳରେ ପୃଥିବୀର ଭବିଷ୍ୟତ ଆଲୋକିତ ହୋଇପାରିବ | ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର (WWF)ଙ୍କ ନେତୃତ୍ୱରେ…
Read More...

ପୌର ଫାଇଟ୍: ଭୁବନେଶ୍ୱରରେ ସୁଲୋଚନା ଆଗୁଆ, କଟକରେ ସୁବାସ

ଭୁବନେଶ୍ୱର: ଆଜି ମେୟର ଓ ପୌରାଧ୍ୟକ୍ଷ ନିର୍ବାଚନର ଫଇସଲାର ଦିନ । କିଏ ବାଜି ହାତେଇବ ଏବଂ କାହା ହାତକୁ ଶାସନ କ୍ଷମତା ଯିବ, ସେ ନେଇ ଚାଲିଛି ଭାଗ୍ୟ ପରୀକ୍ଷା । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଭିନ୍ନ ସ୍ଥାନର ଆସନରେ ବିଜେଡି ଯଥେଷ୍ଟ ଆଗୁଆ ରହିଥିବା ସମୟରେ ବିରୋଧୀ ପଛରେ…
Read More...

କୁନି ଝିଅକୁ ନୃଶଂସ ଭାବେ ହତ୍ୟା: ହତ୍ୟା ପରେ କଟାମୁଣ୍ଡ ଧରି ବୁଲିଲା ହତ୍ୟାକାରୀ

ସମ୍ବଲପୁର: ଆଠ ବର୍ଷର ଶିଶୁ କନ୍ୟାକୁ ନିର୍ମମ ଭାବେ ହତ୍ୟା । ଶିଶୁକନ୍ୟାକୁ ଗଳାକାଟି ନୃଶଂସ ଭାବେ ହତ୍ୟା କରିବା ପରେ କଟା ମୁଣ୍ଡକୁ ଧରି ଗାଁ'ରେ ବୁଲିଲା ହତ୍ୟାକାରୀ । ଏହିଭଳି ଲୋମଟାଙ୍କୁରା ଘଟଣା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଦେଖିବାକୁ ମିଳିଛି ।ସୂଚନା…
Read More...

ବୀରଭୂମ ହିଂସା ଘଟଣାରେ ସିବିଆଇକୁ ତଦନ୍ତ ଭାର, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବୀରଭୂମ ହିଂସା ଘଟଣାର ତଦନ୍ତ ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୁ ହସ୍ତାନ୍ତର କରାଯାଇଛି। କଲିକତା ହାଇକୋର୍ଟ ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା…
Read More...

FIH ହକି ମହିଳା ଜୁନିୟର ବିଶ୍ୱକପ୍ ପାଇଁ ସୁନ୍ଦରଗଡ଼ର ଝିଅ ଅଜମିନା କୁଜୁର ମନୋନୀତ

ଭୁବନେଶ୍ୱର: FIH  ୨୦୨୨ରେ ଓଡ଼ିଶା ପାଇଁ ଗୌରବ ଆଣିପାରେ ସୁନ୍ଦରଗଡ଼ର ଝିଅ। ୨୦୨୨ ମସିହା ଏପ୍ରିଲ ୧ ରୁ ଦକ୍ଷିଣ ଆଫ୍ରିକାରେ FIH ହକି ମହିଳା ଜୁନିୟର ବିଶ୍ୱକପ ଆରମ୍ଭ ହେବ । ତେବେ ଏହି ମ୍ୟାଚ ପାଇଁ ଓଡିଶାର ଅଜମିନା କୁଜୁର ଜୁନିଅର ଭାରତୀୟ ମହିଳା ହକି ଦଳରେ ଖେଳିବା ପାଇଁ ମନୋନୀତ…
Read More...

କମୁଛି ସଂକ୍ରମଣ: ରାଜ୍ୟରେ ୨୪ ଘଣ୍ଟାରେ ୫୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୩ ଜଣ…
Read More...

ଆକ୍ସନ ମୋଡ଼ରେ କ୍ରାଇମବ୍ରାଞ୍ଚ: କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ଭଦ୍ରକରେ ଚାଲିଛି ଛାନଭିନ୍

ଭୁବନେଶ୍ୱର: କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆକ୍ସନ ମୋଡ଼କୁ ଆସିଛି କ୍ରାଇମବ୍ରାଞ୍ଚ । ମାନସ ହତ୍ୟା ପଛରେ ଥିବା ରହସ୍ୟ ଓ ହତ୍ୟାକାରୀଙ୍କୁ ଧରିବା ପାଇଁ ତଦନ୍ତ ଭାର ହାତକୁ ନେଇଛି କ୍ରାଇମବ୍ରାଞ୍ଚ । ଏନେଇ ଭଦ୍ରକ ଏସପି ଅଫିସ ଓ ଚାନ୍ଦବାଲି ଥାନାରେ ଯାଇ ପହଁଚିଥିଲେ…
Read More...